Masthead

ଲିଥିୟମ ଖଣି ମିଳିବା ପରେ ଆତଙ୍କବାଦୀଙ୍କ ନଜର

ନୂଆଦିଲ୍ଲୀ (ବଡ ଖବର ବ୍ୟୁରୋ): ଲିଥିୟମ ଖଣି ମିଳିବା ପରେ ଆତଙ୍କବାଦୀଙ୍କ ନଜର । ଜମ୍ମୁ ରିୟାସୀ ଅଞ୍ଚଳରେ ଧଳା ସୁନା କୁହାଯାଉଥିବା ବିପୁଳ ଲିଥିୟମ୍ ଭଣ୍ଡାରର ସନ୍ଧାନ ମିଳିବା ପରେ ଆତଙ୍କବାଦୀ ସଙ୍ଗଠନ ସରକାରଙ୍କୁ ଦମକ ପୂର୍ଣ୍ଣ ଚିଠି ଲେଖିଛି । ପିପିଲ୍ସ ଆଣ୍ଟି ଫାସିଷ୍ଟ ଫ୍ରଣ୍ଟଣ୍ଟ ଏକ ଧମକ ଭରା ଚିଠି ଜାରି କରି ଆକ୍ରମଣ ଧମକ ଦେଇଛି । ଆତଙ୍କବାଦୀ ସଙ୍ଗଠନ କହିଛି ଯେ, ଯାହା ବି ଖଣିରେ ସାଧନ ମିଳିଛି ତାହା କେବଳ ଜମ୍ମୁ-କାଶ୍ମୀରବାସୀଙ୍କର । ଏହା ସେମାଙ୍କର ଉନ୍ନତିରେ ଲାଗିବା ଉଚିତ । ଯଦି କୌଣସି କମ୍ପାନୀ ଏହି ଖଣି ଖନନ କରେ ତେବେ ଆକ୍ରମଣ ହେବା ନିଶ୍ଚିତ । ସୂଚନା ମୁତାବକ, ଦେଶରେ ପ୍ରଥମ ଥର ପାଇଁ ଏତେ ବଡ ଲିଥିୟମ ଖଣିର ସନ୍ଧାନ ମିଳିଛି । ଜମ୍ମୁ-କାଶ୍ମୀର ରିୟାସି ଜିଲ୍ଲାରେ ସଲାଲ-ହେମାନା ଅଞ୍ଚଳରେ ୫୯ ଲକ୍ଷ ଟନରୁ ଅଧିକ ଲିଥିୟମ ଥିବା ଖଣି ମିଳିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ