Masthead

ଯାହା ନବ ଦାସଙ୍କ ସହ ହେଲା ମୋ ସହ ବି ହୋଇପାରେ: ଜୟନାରାୟଣ

ସମ୍ବଲପୁର(ବଡ଼ ଖବର ବ୍ୟୁରୋ): ଯେମିତି ନବଙ୍କ ହତ୍ୟା ହେଲା, ସେମିତି କିଛି ମୋ ସହ ବି ହୋଇପାରେ । ମୁଁ ବିରୋଧୀ ଦଳ ନେତା, କିନ୍ତୁ ନିଜକୁ ସୁରକ୍ଷିତ ମଣୁନାହିଁ । ମୁଁ ସରକାରଙ୍କୁ ଟାର୍ଗେଟ କଲେ, ଚାରେଣି-ଆଠେଣି କାହିଁକି ପ୍ରତିକ୍ରିୟା ରଖୁଛନ୍ତି । ପୋଲିସ-ବିରୋଧୀ ଦଳ ନେତା ମୁଥ ମରାମରି ଘଟଣାର ଦ୍ୱିତୀୟ ଦିନରେ ବିଜେପି-ବିଜେଡି ମଧ୍ୟରେ ରାଜନୈତିକ ଲଢେଇ । ଜୟନାରାୟଣ ରହୁଥିବା ସର୍କିଟ ହାଉସ ଘେରିଛି ବିଜେଡି । ସେପଟେ ରାଜ୍ୟ ସରକାର ଓ ରାଜ୍ୟ ପୋଲିସ ବିରୋଧରେ ବର୍ଷିଛନ୍ତି ଜୟନାରାୟଣ । ତାଙ୍କ ଆଗ୍ରେସନକୁ ଚାପିବାକୁ, ନବ ହତ୍ୟା ଘଟଣାରୁ ନଜର ହଟାଇବାକୁ ଏହା ସରକାରଙ୍କ ଚାଲ୍ ବୋଲି କହିଛନ୍ତି ।

ଏହା ସହ ଏ ଅଭିଯୋଗ ବି କରିଛନ୍ତି, ଯେମିତି ନବ ଦାସଙ୍କୁ ହତ୍ୟା ହେଲା ସେମିତି ଚକ୍ରାନ୍ତ କରି ତାଙ୍କ ସହ ବି କିଛି ହୋଇପାରେ । ଏହା ସହ ପୋଲିସ ଆସୋସିଏସନର ଭୂମିକା ଉପରେ ପ୍ରଶ୍ନ ଉଠାଇଛନ୍ତି । ସେପଟେ ଜୟନାରାୟଣଙ୍କ ବିରୋଧରେ ଖିଅ ପାଇଯାଇଛି ବିଜେଡି । ଗତଥର ଜୟନାରାୟଣଙ୍କଠାରୁ ପରାଜିତ ହୋଇଥିବା ରାସେଶ୍ୱରୀ ପାଣିଗ୍ରାହୀଙ୍କ ନେତୃତ୍ୱରେ ସମ୍ବଲପୁର ବିଜେଡି ଆକ୍ସନକୁ ଆସିଛି । ସକାଳୁ ସକାଳୁ ଜୟନାରାୟଣ ରହୁଥିବା ସର୍କିଟ ହାଉସ ଘେରାଉ ହୋଇଛି । ବିରୋଧୀ ଦଳ ନେତାଙ୍କ ବିରୋଧରେ କାର୍ଯାନୁଷ୍ଠାନ ଦାବି କରିଛନ୍ତି ରାସେଶ୍ୱରୀ । କୁଆଡେ ଗଲା ବିଜେପିର ମହିଳାଙ୍କୁ ସମ୍ମାନ ନାରା ବୋଲି ପ୍ରଶ୍ନ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପାର୍ବଣ ପୂର୍ବରୁ ବ୍ରହ୍ମପୁର ନିମଖଣ୍ଡିରେ ଚାଞ୍ଚଲ୍ୟ 🔴 ତେଲ ଟ୍ୟାଙ୍କରରେ ଗୋରୁ ଚାଲାଣ, ମାଡ଼ି ବସିଲା ପୋଲିସ 🔴 ଆସୁଛି ଲଘୁଚାପ, ବଦଳିପାରେ ପାଗ 🔴 ଏସୀୟ କ୍ରୀଡ଼ା; ସ୍ୱର୍ଣ୍ଣ ପଦକ ପାଇଁ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ 🔴 ୪ରୁ ରାଜ୍ୟରେ ବଢ଼ିବ ଓମ୍‌ଫେଡ୍ କ୍ଷୀର ଦର 🔴 ୧୩ରେ ଲଘୁଚାପ, ୧୫ରେ ଅବପାତ ସମ୍ଭାବନା 🔴 ପାର୍ବଣ ଆରମ୍ଭରୁ ମହଙ୍ଗା ମାଡ଼; ବଢ଼ିଲା କମର୍ସିଆଲ LPG ସିଲିଣ୍ଡରର ଦର 🔴 ଲସ୍କର-ଏ-ତୋଏବାର ଆତଙ୍କୀ ମହମ୍ମଦ ଆସିଫ ନିହତ 🔴 ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର; ୩ ଦିନ ସମ୍ପୂର୍ଣ୍ଣ ମାଗଣା ଦର୍ଶନ 🔴 ନବନିର୍ମାଣ କୃଷକ ସଂଗଠନର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା 🔴 ପାର୍ବଣ ପୂର୍ବରୁ ବ୍ରହ୍ମପୁର ନିମଖଣ୍ଡିରେ ଚାଞ୍ଚଲ୍ୟ 🔴 ତେଲ ଟ୍ୟାଙ୍କରରେ ଗୋରୁ ଚାଲାଣ, ମାଡ଼ି ବସିଲା ପୋଲିସ 🔴 ଆସୁଛି ଲଘୁଚାପ, ବଦଳିପାରେ ପାଗ 🔴 ଏସୀୟ କ୍ରୀଡ଼ା; ସ୍ୱର୍ଣ୍ଣ ପଦକ ପାଇଁ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ 🔴 ୪ରୁ ରାଜ୍ୟରେ ବଢ଼ିବ ଓମ୍‌ଫେଡ୍ କ୍ଷୀର ଦର 🔴 ୧୩ରେ ଲଘୁଚାପ, ୧୫ରେ ଅବପାତ ସମ୍ଭାବନା 🔴 ପାର୍ବଣ ଆରମ୍ଭରୁ ମହଙ୍ଗା ମାଡ଼; ବଢ଼ିଲା କମର୍ସିଆଲ LPG ସିଲିଣ୍ଡରର ଦର 🔴 ଲସ୍କର-ଏ-ତୋଏବାର ଆତଙ୍କୀ ମହମ୍ମଦ ଆସିଫ ନିହତ 🔴 ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର; ୩ ଦିନ ସମ୍ପୂର୍ଣ୍ଣ ମାଗଣା ଦର୍ଶନ 🔴 ନବନିର୍ମାଣ କୃଷକ ସଂଗଠନର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା