Masthead

ସୁରକ୍ଷାରେ ତ୍ରୁଟି, ଶାହାରୁକଙ୍କ ବଙ୍ଗଳାରେ ୨ ଯୁବକଙ୍କ ଅନୁପ୍ରବେଶ

ମୁମ୍ବାଇ (ବଡ଼ ଖବର ବ୍ୟୁରୋ):  କିଙ୍ଗ ଖାନଙ୍କ ବଙ୍ଗଳାରେ ୨ ଯୁବକଙ୍କ ପ୍ରବେଶ । ଗୁରୁବାର ଅଭିନେତା ଶାହାରୁଖ୍‌ ଖାନ୍‌ ମୁମ୍ବାଇସ୍ଥିତ ବଙ୍ଗଳା ‘ମନ୍ନତ୍’ରେ ୨ଜଣ ଯୁବକ ପ୍ରବେଶ କରିଛନ୍ତି । ଯାହା ବାନ୍ଦ୍ରା ପୋଲିସ ସୂଚନା ଦେଇଛି । ସୂଚନା ଅନୁସାରେ, ବାହାର ପାଚେରି ଚଢ଼ି ‘ମନ୍ନତ’ ପରିସରକୁ ପ୍ରବେଶ ୨ଜଣ ଯୁବକ ପ୍ରବେଶ କରୁଥିଲେ । ତାଙ୍କୁ ‘ସିକ୍ୟୁରିଟି ଗାର୍ଡ’ମାନେ ଧରି ପକାଇଥିଲେ। ପୁଲିସ ତଦନ୍ତରୁ ଜଣାଡ଼ିଛି ଯେ, ୧୯ରୁ ୨୦ ବର୍ଷ ବୟସ୍କ ଯୁବକ ଦ୍ବୟ କହିଛନ୍ତି ଯେ, ସେମାନେ ଗୁଜରାଟ ସୁରତ ବାସିନ୍ଦା ଏବଂ ‘ପଠାନ୍‌’ ଷ୍ଟାର୍‌ଙ୍କୁ ଭେଟିବା ପାଇଁ ଆସିଥିଲେ ।

ସେମାନେ ଦୁହିଁଙ୍କୁ ଧରି ପୁଲିସକୁ ହସ୍ତାନ୍ତର କରିଯାଇଥିଲା। କିନ୍ତୁ ସେତେବେଳେ ଶାହାରୁଖ୍‌ ଖାଁ ଘରେ ନ ଥିଲେ। ଉଭୟଙ୍କୁ ପୁଲିସ ଗିରଫ କରିଛି। ଇଣ୍ଡିଆନ୍‌ ପେନାଲ୍‌ କୋଡ୍‌’ ବ୍ୟବସ୍ଥା ଅନୁସାରେ ସେମାନଙ୍କ ବିରୋଧରେ ବିନାଅନୁମତିରେ ପ୍ରବେଶ ଏବଂ ଅନ୍ୟାନ୍ୟ ଅପରାଧିକ ମାମଲା ରୁଜୁ କରାଯାଇଛି। ଘଟଣାର ଅଧିକ ତଦନ୍ତ ଚାଲିଥିବା କଥା ପୁଲିସ କହିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ