Masthead

ନିଃସର୍ତ୍ତ ଆତ୍ମସମର୍ପଣ କରିବେ ଇମ୍ରାନ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ନିଃସର୍ତ୍ତ ଆତ୍ମସମର୍ପଣ କରିବେ ଇମ୍ରାନ । ତୋଷଖାନା ଦୁର୍ନୀତି ଅଭିଯୋଗରେ ଅଭିଯୁକ୍ତ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ନିସଃର୍ତ୍ତ ଆତ୍ମସମର୍ପଣ କରିବେ। ଶନିବାର ୧୮ରେ ସେ କୋର୍ଟରେ ଆତ୍ମସମର୍ପଣ କରିବେ। ପୁଲିସର ଗିରଫ ଏଡାଇବା ଲାଗି ଅଦାଲତ ଇମ୍ରାନଙ୍କୁ ଆତ୍ମସମର୍ପଣର ସୁଯୋଗ ଦେଇଛନ୍ତି। ଗୁରୁବାର ଜିଲା ଦୌରାଜଜ୍ କୋର୍ଟ ଇମ୍ରାନଙ୍କ ଗିରଫ ପ୍ରସଙ୍ଗର ଶୁଣାଣି କରିବା ପରେ ମାର୍ଚ୍ଚ ୧୮ ସୁଦ୍ଧା ଆତ୍ମସମର୍ପଣ କରିବାକୁ କହିଥିଲେ।

ନିଃସର୍ତ୍ତ ଆତ୍ମସମର୍ପଣ ନିମନ୍ତେ ରାଜି ହେଲେ ତାଙ୍କୁ ପୁଲିସ ଗିରଫରୁ ଆଶ୍ବସ୍ତି ଦିଆଯିବ ବୋଲି ଅଦାଲତ ସର୍ତ୍ତ ରଖିଥିଲେ। ଆତ୍ମସମର୍ପଣ କରିବା ପରେ ଇମ୍ରାନ ଅଦାଲତରୁ କୌଣସି ପ୍ରକାର ଆଶ୍ବସ୍ତି ନିମନ୍ତେ ଆବେଦନ କରିପାରିବେ। ଅଦାଲତଙ୍କ ନିଦେ୍ର୍ଦଶକ୍ରମେ ଇମ୍ରାନଙ୍କ ଓକିଲ ତାଙ୍କ ମହକିଲଙ୍କ ଆତ୍ମସମର୍ପଣ ସଂକ୍ରାନ୍ତ ଲିଖିତ ଘୋଷଣାନାମା ଦାଖଲ କରିଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ