Masthead

ଓଡ଼ିଆ ଡିଜେ ଆଜେକ୍ସଙ୍କ ଆତ୍ମହତ୍ୟା : ସାମ୍ନାକୁ ଆସିଛି ଆଜେକ୍ସଙ୍କ ଶେଷ ଫଟୋ ଓ ଅଡିଓ ରେକର୍ଡ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ):ଓଡ଼ିଆ ଡିଜେ ଆଜେକ୍ସଙ୍କ ଆତ୍ମହତ୍ୟାକୁ ନେଇ ତଦନ୍ତ ଚଳାଇଛି ପୋଲିସ । ଏହାରି ଭିତରେ ସାମ୍ନାକୁ ଆସିଛି ଆଜେକ୍ସଙ୍କ ଶେଷ ଫଟୋ ଓ ଅଡିଓ ରେକର୍ଡ ।

ମୃତ୍ୟୁ ପୂର୍ବରୁ ଆଜେକ୍ସ ତାଙ୍କ ପ୍ରେମିକାଙ୍କୁ ପଠାଇଥିବା ସିଡ୍ୟୁଲ ମେଲ୍ ଏବଂ କିଛି ଅଡିଓ ଫାଇଲ । ଯେଉଁଥିରେ ବ୍ରେକ ଅପ୍ କାରଣରୁ ଏଭଳି ଏକ ଚରମନିଷ୍ପତି ନେଇଥିବା କଥା ସ୍ୱୀକାର କରିଛନ୍ତି ଆଜେକ୍ସ । ପ୍ରେମିକାର ଆଉ ଜଣେ ପୁରୁଷ ବନ୍ଧୁଙ୍କ ସହ ସଂପର୍କକୁ ନେଇ ସହିପାରିନଥିଲେ ଡିଜେ ଆଜେକ୍ସ । ଏହାପରେ ପ୍ରେମିକା ଉପହାର ଦେଇଥିବା ସାର୍ଟ ପିନ୍ଧି କାନ୍ଦି କାନ୍ଦି ସେଲଫି ନେଇଥିଲେ । ଏବଂ ତାପରେ ମେଲରେ ମନର କଥା କହି ଆତ୍ମହତ୍ୟା କରିଛନ୍ତି । ଆଜେକ୍ସଙ୍କ ମୃତ୍ୟୁକୁ ୪ ଦିନ ବିତିଛି । ଏହାରି ଭିତରେ ପୋଲିସ ଦୁଇଟି ଟିମ୍ ଗଠନ କରି ଆତ୍ମହତ୍ୟାର କାରଣ ଖୋଜୁଛି । ବାନ୍ଧବୀଙ୍କୁ ମଧ୍ୟ ପୋଲିସ ଜେରା କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସର୍ପାଘାତ ପରେ ସାପକୁ ଧରି ହସ୍ପିଟାଲ ପହଞ୍ଚିଲେ ଯୁବକ 🔴 ଛାତ୍ର ଦୁର୍ଘଟଣା ସହାୟତାକୁ ନେଇ ନୂଆ ନିର୍ଦ୍ଦେଶାବଳୀ 🔴 ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା 🔴 ପ୍ୟାସେଞ୍ଜର ବିମାନ ଉଡ଼ାଇବେ ଅଭିନନ୍ଦନ 🔴 ଭୋଟର ଲିଷ୍ଟରୁ ରାଘବ ଚଢ଼ାଙ୍କ ନାଁ ଗାଏବ 🔴 ମାଫିଆଙ୍କ ଟାର୍ଗେଟରେ କଇଁଛ 🔴 ଉତ୍ତର ଓଡ଼ିଶାରେ ପୁଣି ବନ୍ୟା ସ୍ଥିତି 🔴 ପିୟୁସିସି ଜରିମାନା ହ୍ରାସ କଲେ ରାଜ୍ୟ ସରକାର 🔴 ପୁଣି ମୁହାଁମୁହିଁ ଇରାନ୍-ଆମେରିକା 🔴 ୩ଟି ଜିଲ୍ଲାରେ ଆହୁରି ବର୍ଷିବ 🔴 ସର୍ପାଘାତ ପରେ ସାପକୁ ଧରି ହସ୍ପିଟାଲ ପହଞ୍ଚିଲେ ଯୁବକ 🔴 ଛାତ୍ର ଦୁର୍ଘଟଣା ସହାୟତାକୁ ନେଇ ନୂଆ ନିର୍ଦ୍ଦେଶାବଳୀ 🔴 ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା 🔴 ପ୍ୟାସେଞ୍ଜର ବିମାନ ଉଡ଼ାଇବେ ଅଭିନନ୍ଦନ 🔴 ଭୋଟର ଲିଷ୍ଟରୁ ରାଘବ ଚଢ଼ାଙ୍କ ନାଁ ଗାଏବ 🔴 ମାଫିଆଙ୍କ ଟାର୍ଗେଟରେ କଇଁଛ 🔴 ଉତ୍ତର ଓଡ଼ିଶାରେ ପୁଣି ବନ୍ୟା ସ୍ଥିତି 🔴 ପିୟୁସିସି ଜରିମାନା ହ୍ରାସ କଲେ ରାଜ୍ୟ ସରକାର 🔴 ପୁଣି ମୁହାଁମୁହିଁ ଇରାନ୍-ଆମେରିକା 🔴 ୩ଟି ଜିଲ୍ଲାରେ ଆହୁରି ବର୍ଷିବ