Masthead

ଦୁଇ ଅନାଥ ପିଲାଙ୍କୁ କୋଳେଇ ନେଲେ ବିଦେଶୀ ଡାକ୍ତର ଦମ୍ପତି

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):ଦୁଇ ଅନାଥ ପିଲାଙ୍କୁ କୋଳେଇ ନେଲେ ବିଦେଶୀ ଡାକ୍ତର ଦମ୍ପତି । ଯାଜପୁର ଜିଲ୍ଲା ବୁଢ଼ାକେନ୍ଦୁଆ ସ୍ଥିତ ନେସନ୍ ଅନୁଷ୍ଠାନରେ ପହଞ୍ଚି ଥିଲେ ସୁଦୂର କର୍ଲିଫର୍ଣ୍ଣିଆର ଡାକ୍ତର ଦମ୍ପତି ଷ୍ଟିଫେନ ଥାଡିଅସ ଓ ଫତିମା ନଥାନ ଫଙ୍କ। ଉଭୟେ ଦୁଇବର୍ଷ ତଳୁ ଏହି ଅନୁଷ୍ଠାନରୁ ଦୁଇଟି ପିଲାଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିବାକୁ ଆବେଦନ କରିଥଲେ। ସରକାରୀ ଭାବରେ ଅନୁମତି ମିଳିବା ପରେ ସେମାନେ ନେଶନ ଶିଶୁ ଯତ୍ନ କେନ୍ଦ୍ରରେ ପହଞ୍ଚିଥିଲେ।

ଅନୁଷ୍ଠାନର ତତ୍ତ୍ୱାବଧାରକ ପ୍ରଦ୍ୟୁମ୍ନ ପାତ୍ର ତାଙ୍କୁ ସ୍ବାଗତ କରିବା ପରେ ଅନୁଷ୍ଠାନ ପରିସରରେ ଭାବ ବିହ୍ବଳ ପରିବେଶ ସୃଷ୍ଟି ହୋଇଥିଲା । ପିଲାଙ୍କ ଉଜ୍ବଳ ଭବିଷ୍ୟତ ଦେଖି ଅନୁଷ୍ଠାନର କର୍ମକର୍ତ୍ତା ଖୁସି ହେଉଥିବା ବେଳେ ସହପାଠୀମାନେ କିନ୍ତୁ ଆଖିରୁ ଲୁହ ଝରାଉଥିଲେ। ନେଶନ ପରିସରରେ ଦୀର୍ଘ ପାଞ୍ଚ ବର୍ଷ ହେବ ସ୍ନେହ ଶ୍ରଦ୍ଧା ପାଇ ବଢି ଆସିଥିବା ଝରଣା ଗାଗରାଇ ( ୧୧) ବାଦଲ ଗାଗରାଇ (୮) ଙ୍କୁ କୋଳେଇ ନେଇଥିଲେ ବିଦେଶୀ ଦମ୍ପତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା