Masthead

ଆଜି ୨୫୪୬ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆଜି ରାଜ୍ୟରେ ୨୫୪୬ କରୋନା ଆକ୍ରାନ୍ତ ଚିହ୍ନଟ । ସମସ୍ତ ୩୦ ଜିଲ୍ଲା ଷ୍ଟେଟପୁଲରୁ ୨୫୪୬ ଆକ୍ରାନ୍ତ ଚିହ୍ନଟ । ଖୋର୍ଦ୍ଧ ଜିଲ୍ଲାରୁ ସର୍ବାଧିକ ୪୧୦ ଆକ୍ରାନ୍ତ ଚିହ୍ନଟ । ଅନୁଗୁଳ-୨୦୮, ସୁନ୍ଦରଗଡ-୧୬୧, କଟକ-୧୩୪, ମୟୂରଭଞ୍ଜ-୧୨୦, ବାଲେଶ୍ୱର-୧୦୩, ବରଗଡ-୯୨, ଯାଜପୁର-୯୦, ନୂଆପଡା-୮୮ ଆକ୍ରାନ୍ତ ଚିହ୍ନଟ । ଷ୍ଟେଟପୁଲ ଓ ଜଗତସିଂହପୁରରୁ ୮୬ ଲେଖାଏଁ ଓ ବଲାଙ୍ଗୀରରୁ ୮୫ ଚିହ୍ନଟ । ସମ୍ବଲପୁର-୮୪, କେନ୍ଦ୍ରାପଡା ଓ କଳାହାଣ୍ଡିରୁ ୭୫ ଲେଖାଏଁ ଚିହ୍ନଟ । କୋରାପୁଟ-୭୨, ପୁରୀ-୭୦, ନବରଙ୍ଗପୁରରୁ ୬୦ ଚିହ୍ନଟ । ଝାରସୁଗୁଡା-୫୭, କନ୍ଧମାଳ-୪୯, ନୟାଗଡ ଓ ସୁବର୍ଣ୍ଣପୁରରୁ ୪୮ ଲେଖାଏଁ । କେନ୍ଦୁଝର-୪୩, ବୌଦ୍ଧ-୩୭ ଓ ଭଦ୍ରକ ଓ ଗଞ୍ଜାମରୁ ୩୪ ଲେଖାଏଁ ଚିହ୍ନଟ । ମାଲକାନଗିରି-୨୭, ଢେଙ୍କାନାଳ-୨୫, ରାୟଗଡା-୨୧, ଦେବଗଡ-୧୪ ଓ ଗଜପତିରୁ ୧୦ ଆକ୍ରାନ୍ତ ଚିହ୍ନଟ । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ ୨ ଲକ୍ଷ ୨୪ ହଜାର ୨୭୩ଜଣ ବ୍ୟକ୍ତି କରୋନାରୁ ସୁସ୍ଥ ହୋଇଛନ୍ତି । ଏହାସହ ଆକ୍ଟିଭ୍ କେସ୍ ୨୬ ହଜାର ୮ଶହ ୯୧ ରହିଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି