Masthead

‘ଡେଥ ୱାରେଣ୍ଟ’ ଜାରି ହୋଇ ସାରିଛି: ସଞ୍ଜୟ ରାଉତ

ନୂଆଦିଲ୍ଲୀ  (ବଡ଼ ଖବର ବ୍ୟୁରୋ): ସଞ୍ଜୟ ରାଉତଙ୍କ ବଡ଼ ବୟାନ । କହିଛନ୍ତି ମହାରାଷ୍ଟ୍ରରେ ଆସନ୍ତା ୧୫ ରୁ ୨୦ ଦିନରେ ଭାଙ୍ଗିଯବି ଶିନ୍ଦେ-ଫଡନାବିସ ସରକାର । ସେ କହିଛନ୍ତି ଏହି ସରକାରଙ୍କ ‘ଡେଥ ୱାରେଣ୍ଟ’ ଜାରି ହୋଇ ସାରିଛି। ଯାହା ରାଜନୈତିକ ମହଲରେ ହଇଚଇ ସୃଷ୍ଟି କରିଛି। ସଞ୍ଜୟ କହିଛନ୍ତି ସମସ୍ତେ ନିଜ ନିଜର ଗଣିତ ପ୍ରକାଶ କରୁଛନ୍ତି। ହେଲେ ଆମେ ଫଳାଫଳକୁ ଅପେକ୍ଷା ରଖିଛୁ।

ମୁଖ୍ୟମନ୍ତ୍ରୀ ଓ ସେମାନଙ୍କର ୪୦ ଜଣଙ୍କର ବର୍ତ୍ତମାନ ସୁଦ୍ଧା ଯେଉଁ ହୁକୁମତ ରହିଛି, ଏହା ଆସନ୍ତା ୧୫ରୁ ୨୦ ଦିନରେ ଭାଙ୍ଗିଯିବ। ମୁଁ ପୂର୍ବରୁ ଥରେ କହିଥିଲି କି ଫେବୃଆରୀ ସୁଦ୍ଧା ସରକାର ଭାଙ୍ଗିଯିବ। ହେଲେ କୋର୍ଟଙ୍କ ନିଷ୍ପତ୍ତି ବିଳମ୍ବରେ ଆସିଛି। ହେଲେ ଏହି ସରକାର ତିଷ୍ଠିବ ନାହିଁ। ଏବେ ଏହା ସ୍ଥିର ହୋଇଛି ଯେ କିଏ ଓ କେତେବେଳେ ହସ୍ତାକ୍ଷର କରିବେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା