Masthead

ଆଇଏସଆଇଏସର ୨୩ ଆତଙ୍କୀୟଙ୍କୁ ମୃତ୍ୟୁଦଣ୍ଡ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଆତଙ୍କବାଦ ଆଇଏସଆଇଏଲ ସହ ଯୋଗଦେଇଥିବାରୁ ଲିବିଆର ଏକ କୋର୍ଟ ୨୩ ଜଣଙ୍କୁ ମୃତୁ୍ୟଦଣ୍ଡ ଓ ଅନ୍ୟ ୧୪ ଜଣଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛି । ସୂଚନା ମୁତାବକ ଏହି ଆତଙ୍କବାଦୀ ଅଭିଯାନରେ ଏକ ଗୋଷ୍ଠୀଙ୍କୁ ହତ୍ୟା କରିବା ଏବଂ ୨୦୧୫ରେ ସହରକୁ କବଜା କରିବା ମାମଲାରେ ସଭିଙ୍କୁ ଦଣ୍ଡ ଦିଆଯାଇଛି । ଇରାକ ଏବଂ ସିରିଆ ବାହାରେ ଆଇଏସଆଇଏଲର ଅନ୍ୟତମ ଆଧାର ହେଉଛି ଲିବିୟା । ଏହି ସଂଗଠନ ୨୦୧୫ରେ ଲିବିଆର କେରେନ୍ଥିଆ ହୋଟେଲରେ ଆକ୍ରମଣ କରିଥିଲେ ଯେଉଁଥିରେ ୯ଜଣଙ୍କର ମୃତୁ୍ୟ ହୋଇଥିଲା । ପରବତ୍ତୀ ସମୟରେ ଏହି ଗୋଷ୍ଠୀ ମିଶରର ଖ୍ରୀଷ୍ଟିଆନ ମାନଙ୍କୁ ଅପହରଣ କରି ହତ୍ୟା କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ