Masthead

‘୨୪ ଘଣ୍ଟା ପୂର୍ବରୁ ଉଦ୍ଧାର ହୋଇଥିଲେ ଆଉ କିଛି ବଞ୍ଚି ଯାଇଥାନ୍ତେ’

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଟ୍ରେନଟ୍ରାଜେଡିକୁ ନେଇ କଂଗ୍ରେସର ପ୍ରେସମିଟ । କେନ୍ଦ୍ର ଉପରେ ବର୍ଷିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । କହିଛନ୍ତି ରେଳମନ୍ତ୍ରୀ ଇସ୍ତଫା ଦିଅନ୍ତୁ । ଭିତ୍ତିଭୂମିର ବିକାଶ ପାଇଁ ପଦକ୍ଷେପ ନନେବାରୁ ଦୁର୍ଘଟଣା ହେଲା । ଦୁର୍ଘଟଣାକୁ ନେଇ ରେଳ ମନ୍ତ୍ରୀଙ୍କ ମନ୍ତବ୍ୟ ସନ୍ଦେହ ସୃଷ୍ଟି କରୁଛି । ସକାଳେ କହିଲେ ଦୋଷୀ ଚିହ୍ନଟ, ରାତିରେ କହିଲେ ସିବିଆଇ ତଦନ୍ତ ହେବ । ମନ୍ତ୍ରୀଙ୍କ ଏଭଳି ମନ୍ତବ୍ୟ ଦୁର୍ଭାଗ୍ୟଜନକ, ସନ୍ଦେହ ସୃଷ୍ଟି କରୁଛି । ସେ ଆହୁରି ମଧ୍ୟ ମୃତକ ଏବଂ ଆହତଙ୍କ ପରିବାରରୁ ଜଣଙ୍କୁ ଚାକିରି ଦିଆଯାଉ । ପ୍ରକୃତ ସଂଖ୍ୟା ଲୁଚା ଯାଉଛି, ମୃତ୍ୟୁ ସଂଖ୍ୟା ପ୍ରାୟ ୫ଶହ ହେବ ।

ସେପଟେ ବାହାନଗା ଟ୍ରାଜେଡି ନେଇ ରେଳମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି କଂଗ୍ରେସ ନେତା ବିଜୟ ପଟ୍ଟନାୟକ । କହିଛନ୍ତି ଘଟଣା ଅତ୍ୟନ୍ତ ଦୁଃଖ ଦାୟକ, ରେଳ ମନ୍ତ୍ରୀ ଇସ୍ତଫା ଦିଅନ୍ତୁ’ । ‘କାହିଁକି ଖାମଖିଆଲି ଭାବେ ବିଭାଗ ଚଳାଉଛନ୍ତି, ରେଳ ମନ୍ତ୍ରୀ ଉତ୍ତର ଦିଅନ୍ତୁ । ଗୋଟିଏ ବଗିରୁ ୨୦ ମୃତଦେହ ବାହାର କରିବାକୁ ୨୪ ଘଣ୍ଟା ଲାଗିଲା । ୨୪ ଘଣ୍ଟା ପୂର୍ବରୁ ଉଦ୍ଧାର ହୋଇଥିଲେ ଆଉ କିଛି ବଞ୍ଚି ଯାଇଥାନ୍ତେ । ଅପରାଧିକ ପୃଷ୍ଠଭୂମି ଥିଲେ ଘଟଣାର ସିବିଆଇ ତଦନ୍ତ ହୋଇଥା । ‘ତା ମାନେ ରେଳ ମନ୍ତ୍ରୀ ମାନୁଛନ୍ତି କିଛି ଅପରାଧିକ କାର୍ଯ୍ୟକଳାପ ହୋଇଛି । ଅପରାଧିକ କାର୍ଯ୍ୟକଳାପ କିଏ କରିଛି ରେଳମନ୍ତ୍ରୀକୁ ପ୍ରଶ୍ନ କରିଛନ୍ତି ବିଜୟ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ହର୍ମୁଜ ପ୍ରଣାଳୀ ଉର୍ଜା ଏଵଂ ଭାରତୀୟଙ୍କ ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ 🔴 ଏମ୍ସ ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା 🔴 ଶ୍ରୀମନ୍ଦିରରୁ ବନସ୍ପତି ଘିଅ ଜବତ 🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ହର୍ମୁଜ ପ୍ରଣାଳୀ ଉର୍ଜା ଏଵଂ ଭାରତୀୟଙ୍କ ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ 🔴 ଏମ୍ସ ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା 🔴 ଶ୍ରୀମନ୍ଦିରରୁ ବନସ୍ପତି ଘିଅ ଜବତ 🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ