Masthead

ଗୁଜରାଟରେ ଆଇଏସ୍ଆଇଏସ୍ ଲିଙ୍କ୍

ଗୁଜରାଟ (ବଡ଼ ଖବର ବ୍ୟୁରୋ): ଗୁଜରାଟରେ ଆଇଏସ୍ଆଇଏସ୍ ଲିଙ୍କ୍ । ଜଣେ ମହିଳାଙ୍କ ସମେତ ୪ଜଣଙ୍କୁ ଧରିଲା ଏଟିଏସ୍ । ଗିରଫ ୪ ଜଣଙ୍କ ମଧ୍ୟରୁ ୩ ଜଣ କାଶ୍ମୀରର ହୋଇଥିବା ବେଳେ ଅଭିଯୁକ୍ତ ମହିଳା ଜଣଙ୍କ ସୁରତର ସୂଚନା । ସମୁଦ୍ରପଥରେ ପଳାଇବାକୁ କରିଥିଲେ ଯୋଜନା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍