Masthead

ୱେଷ୍ଟଇଣ୍ଡିଜ ଟୁର୍ ପାଇଁ ଭାରତୀୟ ଦଳ ଘୋଷଣା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ୱେଷ୍ଟଇଣ୍ଡିଜ ଟୁର୍ ପାଇଁ ଭାରତୀୟ ଦଳ ଘୋଷଣା । ବାଦ ପଡିଲେ ଚେତେଶ୍ୱର ପୁଜାରା । ଦଳରେ ୩ ନୂଆମୁହଁ ସାମିଲ, ଯଶସ୍ୱୀ ଜୟସ୍ୱାଲଙ୍କୁ ମିଳିଲା ସୁଯୋଗ । ଋତୁରାଜ ଗାଏକ୍ୱାଡ, ମୁକେଶ କୁମାର ମଧ୍ୟ ଦଳରେ ସାମିଲ । ରାହାଣେ ହେଲେ ଉପ-ଅଧିନାୟକ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍