Masthead

ଟାଟୁ ପାଇଁ ପାକିସ୍ତାନ ଗଲେନି ସଚିନ

ଟାଟୁ ପାଇଁ ପାକିସ୍ତାନ ଗଲେନି ସଚିନ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ):ହାତରେ ହୋଇଥିଲା ଓମ୍ ଟାଟୁ । ଯେଉଁଥିପାଇଁ ପାକିସ୍ତାନ ଯାଇପାରିଲେ ନାହିଁ ସଚିନ । ନହେଲେ ଆଜି ସୀମା ନୁହେଁ ସଚିନ ହୋଇଥାନ୍ତେ ଗଣମାଧ୍ୟମର ହେଡଲାଇନ୍ସ । ପବଜୀ ଖେଳରୁ ଆରମ୍ଭ ହୋଇଥିବା ସଚିନ ମୀନା ଓ ସୀମା ହାଇଦରଙ୍କ ପ୍ରେମ ସମ୍ପର୍କରେ ସୀମା ଏଭଳି କିଛି କହିଛନ୍ତି । ନୂଆ ନୂଆ କଥା ଏଥିରେ ସାମ୍ନାକୁ ଆସୁଛି ।

ସୀମା କହିଛନ୍ତି ଯେ, ସୀମାଙ୍କ ପାଇଁ ସଚିନ ପାକିସ୍ତାନ ଯାଇଥାନ୍ତେ । କିନ୍ତୁ ତାଙ୍କ ହାତରେ ଥିବା ଓମ ଟାଟୁ ହୋଇଥିବାରୁ ପାକିସ୍ତାନରେ ଏହାକୁ ବାରଣ କରାଯାଇଥାନ୍ତା । ଏବଂ ଏକ ମୁସଲିମ ରାଷ୍ଟ୍ରରେ ହିନ୍ଦୁ ଯୁବକଙ୍କ ପ୍ରେମ ସମ୍ପର୍କକୁ ନେଇ ଅସୁବିଧା ଉପୁଜି ପାରିଥାନ୍ତା । ଏପରିକି ସଚିନଙ୍କ ମୃତ୍ୟୁ ମଧ୍ୟ ହୋଇପାରିଥାନ୍ତା । ଯେଉଁଥି ପାଇଁ ଭାରତ ଆସିଥିଲେ ସୀମା ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ଅଭିଯୋଗ ପ୍ରକୋଷ୍ଠରେ ୯୧% ଅଭିଯୋଗ ସମାଧାନ ହୋଇଛି’ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 ‘ଅଭିଯୋଗ ପ୍ରକୋଷ୍ଠରେ ୯୧% ଅଭିଯୋଗ ସମାଧାନ ହୋଇଛି’ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା