Masthead

ପୃଥିବୀର ପଞ୍ଚମ କକ୍ଷପଥରେ ଚନ୍ଦ୍ରୟାନ-୩

ନୁଆଦିଲ୍ଳୀ(ବଡ଼ ଖବର ବ୍ୟୁରୋ):  ଜୁଲାଇ ୧୪ରେ ଆରମ୍ଭ ହୋଇଥିବା ଚନ୍ଦ୍ରୟାନ-୩ ଧୀରେ ଧୀରେ ପୃଥିବୀ ଚାରିପଟେ ନିଜର କକ୍ଷପଥକୁ ବୃଦ୍ଧି କରି ପଞ୍ଚମ ତଥା ଶେଷ ପୃଥିବୀ କକ୍ଷପଥରେ ପହଞ୍ଚିଛି । ଏବେ ଚନ୍ଦ୍ରୟାନଟି ପୃଥିବୀର ୧,୨୭,୬୦୯ କିମି ଏକ୍ସ ୨୩୬ କିମି କକ୍ଷପଥରେ ରହିଛି । ଏହାର ଅର୍ଥ ହେଉଛି, ଚନ୍ଦ୍ରୟାନ-୩ ଏବେ ଏପରି ଅଣ୍ଡାକୃତି କକ୍ଷପଥରେ ଘୁରୁଛି, ଯାହା ପୃଥିବୀ ଠାରୁ ସର୍ବନିମ୍ନ ୨୩୬ କିମି ଏବଂ ସର୍ବାଧିକ ୧,୨୭,୬୦୯ କିମି ଦୂରରେ ରହିଛି ।

ଏହା ପୂର୍ବରୁ ଜୁଲାଇ ୨୦ରେ ଚନ୍ଦ୍ରୟାନ-୩କୁ ପୃଥିବୀର ୭,୧୭,୫୧ କିମି ଏକ୍ସ ୨୩୩ କିମି କକ୍ଷପଥରେ ଅବସ୍ଥାପିତ କରାଯାଇଥିଲା । ଏହାପରେ ମହାକାଶଯାନଟି ଅଗଷ୍ଟ ୧ର ମଧ୍ୟରାତ୍ରିରେ ସ୍ଲିଙ୍ଗ ସଟ୍ ଜରିଆରେ ଫୃଥିବୀର କକ୍ଷପଥ ଛାଡି ଚନ୍ଦ୍ର ଆଡକୁ ବଢିବା ଆରମ୍ଭ କରିବ । ଅଗଷ୍ଟ ୨୩ରେ ଚନ୍ଦ୍ରୟାନ-୩ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ ।

ଚନ୍ଦ୍ରୟାନ-୩ ମିଶନ ଜରିଆରେ ଇସ୍ରୋ ଚନ୍ଦ୍ରର ଥର୍ମୋଫିଜିକାଲ ପ୍ରପର୍ଟିଜ ଅର୍ଥାତ ସେଠାକାର ତାପମାତ୍ରା ଆଦି କିପରି ରହିଛି ତାହାର ଅନୁସନ୍ଧାନ କରିବ ।ଏଥି ସହିତ ଚନ୍ଦ୍ରରେ ଭୁ-କମ୍ପ କିପରି ଆସିଥାଏ ଏବଂ କେତେ ଆସିଥାଏ,ସେଠାକାର ମାଟିରେ କେଉଁପ୍ରକାର ତତ୍ତ୍ୱ ରହିଛି ସେନେଇ ମଧ୍ୟ ଏହା ତଥ୍ୟ ସଂଗ୍ରହ କରିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପାର୍ବଣ ପୂର୍ବରୁ ବ୍ରହ୍ମପୁର ନିମଖଣ୍ଡିରେ ଚାଞ୍ଚଲ୍ୟ 🔴 ତେଲ ଟ୍ୟାଙ୍କରରେ ଗୋରୁ ଚାଲାଣ, ମାଡ଼ି ବସିଲା ପୋଲିସ 🔴 ଆସୁଛି ଲଘୁଚାପ, ବଦଳିପାରେ ପାଗ 🔴 ଏସୀୟ କ୍ରୀଡ଼ା; ସ୍ୱର୍ଣ୍ଣ ପଦକ ପାଇଁ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ 🔴 ୪ରୁ ରାଜ୍ୟରେ ବଢ଼ିବ ଓମ୍‌ଫେଡ୍ କ୍ଷୀର ଦର 🔴 ୧୩ରେ ଲଘୁଚାପ, ୧୫ରେ ଅବପାତ ସମ୍ଭାବନା 🔴 ପାର୍ବଣ ଆରମ୍ଭରୁ ମହଙ୍ଗା ମାଡ଼; ବଢ଼ିଲା କମର୍ସିଆଲ LPG ସିଲିଣ୍ଡରର ଦର 🔴 ଲସ୍କର-ଏ-ତୋଏବାର ଆତଙ୍କୀ ମହମ୍ମଦ ଆସିଫ ନିହତ 🔴 ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର; ୩ ଦିନ ସମ୍ପୂର୍ଣ୍ଣ ମାଗଣା ଦର୍ଶନ 🔴 ନବନିର୍ମାଣ କୃଷକ ସଂଗଠନର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା 🔴 ପାର୍ବଣ ପୂର୍ବରୁ ବ୍ରହ୍ମପୁର ନିମଖଣ୍ଡିରେ ଚାଞ୍ଚଲ୍ୟ 🔴 ତେଲ ଟ୍ୟାଙ୍କରରେ ଗୋରୁ ଚାଲାଣ, ମାଡ଼ି ବସିଲା ପୋଲିସ 🔴 ଆସୁଛି ଲଘୁଚାପ, ବଦଳିପାରେ ପାଗ 🔴 ଏସୀୟ କ୍ରୀଡ଼ା; ସ୍ୱର୍ଣ୍ଣ ପଦକ ପାଇଁ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ 🔴 ୪ରୁ ରାଜ୍ୟରେ ବଢ଼ିବ ଓମ୍‌ଫେଡ୍ କ୍ଷୀର ଦର 🔴 ୧୩ରେ ଲଘୁଚାପ, ୧୫ରେ ଅବପାତ ସମ୍ଭାବନା 🔴 ପାର୍ବଣ ଆରମ୍ଭରୁ ମହଙ୍ଗା ମାଡ଼; ବଢ଼ିଲା କମର୍ସିଆଲ LPG ସିଲିଣ୍ଡରର ଦର 🔴 ଲସ୍କର-ଏ-ତୋଏବାର ଆତଙ୍କୀ ମହମ୍ମଦ ଆସିଫ ନିହତ 🔴 ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର; ୩ ଦିନ ସମ୍ପୂର୍ଣ୍ଣ ମାଗଣା ଦର୍ଶନ 🔴 ନବନିର୍ମାଣ କୃଷକ ସଂଗଠନର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା