Masthead

ମୁଁ ପଦ ଛାଡ଼ିବାକୁ ଚାହୁଁଛି, କିନ୍ତୁ ପଦ ମୋତେ ଛାଡ଼ିବାକୁ ଚାହୁଁନି: ଅଶୋକ ଗେହଲଟ

ଜୟପୁର(ବଡ଼ ଖବର ବ୍ୟୁରୋ): ମୁଁ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବାକୁ ଚାହୁଁଛି କିନ୍ତୁ ପଦ ମତେ ଛାଡ଼ିବାକୁ ଚାହୁଁଛି । ଏଭଳି କହିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ । ମୁଁ ଅନେକ ଥର ଭାବୁଛି କିନ୍ତୁ ରାଜ୍ୟ ମୁଖ୍ୟମନ୍ତ୍ରୀ ପଦ ମୋତେ ଛାଡୁନାହିଁ। ରାଜନୀତିରେ ମୁଁ ପ୍ରତ୍ୟେକ ଶବ୍ଦକୁ ଭଲଭାବେ ଯାଞ୍ଚ୍‌ କରି କହିଥାଏ। ଭାବ ନାହିଁ ମୁଁ କମେଡି କରୁଛି କିନ୍ତୁ ଏହି ପୋଷ୍ଟ ମୋତେ ଛାଡୁନାହିଁ । ମୁଁ ଯାହା କହୁଛି ଏଥିପାଇଁ ସାହସ ରହିବା ଆବଶ୍ୟକ । ମୁଁ ହାଇ କମାଣ୍ଡର ନିଷ୍ପତ୍ତି ଗ୍ରହଣ କରେ। ଅଶୋକ ଗେହଲୋଟ ୪ ଦିନ ମଧ୍ୟରେ ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ପଦ ଛାଡିବା କଥା କହିଛନ୍ତି । ୩ ଦିନ ପୂର୍ବରୁ ସେ ସମାନ କଥା କହିଥିଲେ । ମୁଖ୍ୟମନ୍ତ୍ରୀ ରାଜ୍ୟର ୧୯ ଟି ନୂତନ ଜିଲା ଗଠନ କରିଛନ୍ତି। ଏହି ନୂତନ ଜିଲା ଏବଂ ତିନୋଟି ଡିଭିଜନର କାର୍ୟ୍ୟକାରିତା ଆନୁଷ୍ଠାନିକ ଭାବରେ ଆରମ୍ଭ ହୋଇଛି। ଏହା ସହିତ ବର୍ତ୍ତମାନ ରାଜ୍ୟରେ ଜିଲା ସଂଖ୍ୟା ଛୁଇଁଥିବାବେଳେ ଡିଭିଜନ ସଂଖ୍ୟା ୧୦ରେ ପହଞ୍ଚିଛି। ରାଜସ୍ଥାନରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ଏହି ନିଷ୍ପତ୍ତିକୁ ସିଏମ ଗେହଲଟଙ୍କର ମାଷ୍ଟରଷ୍ଟ୍ରୋକ ଭାବରେ ବିବେଚନା କରାଯାଉଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା