Masthead

ଉଚ୍ଚ ରକ୍ତଚାପ ରୋଗୀଙ୍କ ପାଇଁ ଭଲ ଖବର, ପଢ଼ନ୍ତୁ ପୁରା ଖବର

ଭୁବନେଶ୍ୱର, (ବଡ଼ ଖବର ବ୍ୟୁରୋ): ଅନୁପଯୁକ୍ତ ଖାଦ୍ୟ, ମାନସିକ ଚାପ ଓ ବ୍ୟସ୍ତ ଜୀବନଶୈଳୀ ଅନେକ ରୋଗର କାରଣ । ସେଥିମଧ୍ୟରୁ ଉଚ୍ଚ ରକ୍ତଚାପ ଅନ୍ୟତମ। ଉଚ୍ଚ ରକ୍ତଚାପ ଏବେ ସମସ୍ତଙ୍କ ପାଇଁ ସମସ୍ୟା । ଉଚ୍ଚ ରକ୍ତଚାପ ସମୟରେ ରକ୍ତ ସଞ୍ଚାଳନ ଦ୍ରୁତ ହୋଇଥାଏ । ହୃଦୟ ଧମନୀ ରକ୍ତଚାପ କରି ଶରୀରରେ ପଠାଇଥାଏ । ରକ୍ତଚାପ ଅଧିକ ବଢିଲେ, ଧମନୀ ଉପରେ ଚାପ ପଡିଥାଏ । ଏହି ରୋଗ ନିୟନ୍ତ୍ରଣ ପାଇଁ ରହିଛି ବିଭିନ୍ନ ଘରୋଇ ଉପଚାର ।

ରକ୍ତଚାପ ହ୍ରାସ ପାଇଁ ଆମେ ଅଳେଇଚ ଓ ହଳଦୀକୁ ପ୍ରତ୍ୟହ ବ୍ୟବହାର କରିପାରିବା । ହଳଦୀରେ କରକ୍ୟୁମିନ ଅଛି ଯାହା ରକ୍ତ କଣିକାକୁ ସଂଚାଳିତ କରିଥାଏ । ଅଳେଇଚ ରକ୍ତ ଧମନୀକୁ ପ୍ରସାରଣ କରିଥାଏ ।ଯାହାଦ୍ୱାରା ରକ୍ତ ପ୍ରବାହ ସହଜ ହୋଇ ଥାଏ ।

ଆବଶ୍ୟକ ସାମଗ୍ରୀ- ହଳଦୀଗୁଣ୍ଡ
ଏକ ଚାମଚ ହଲଦୀଗୁଣ୍ଡ କୁ ଉଷୁମ ପାଣିରେ ଗୋଳି ପ୍ରତିଦିନ ପିଇଲେ ଉଚ୍ଚ ରକ୍ତଚାପ ରୋଗ ନିୟନ୍ତ୍ରଣକୁ ଆସେ । ହଳଦୀଗୁଣ୍ଡ କୁ ଗୁଳା କରି ମଧ୍ୟ ଖାଇ ପାରିବେ ।

ଆବଶ୍ୟକ ସାମଗ୍ରୀ – ଅଳେଇଚ
ଅଳେଇଚଗୁଣ୍ଡ ଏକ ଚାମଚ , ମହୁ ଏକ ଚାମଚ ଓ ଏକକପ ଗରମ ପାଣିକୁ ମିଶ୍ରଣ କରି ପ୍ରତିଦିନ ସେବନ କରିପାରିବେ। ମଧୁମେହ ରୋଗୀ କେବଳ ଅଳେଇଚ ଗୁଣ୍ଡ ଓ ଗରମ ପାଣି ମିଶ୍ରଣ କରି ସେବନ କରିପାରିବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା