Masthead

ଆର୍ଜିପଲ୍ଲିର ୫ ମତ୍ସ୍ୟଯିବିଙ୍କୁ ଆନ୍ଧ୍ର ମତ୍ସ୍ୟଯିବିଙ୍କ ଦ୍ୱାରା ଅଟକ

ଛତ୍ରପୁର(ବଡ଼ ଖବର ବ୍ୟୁରୋ): ଛତ୍ରପୁର ଆର୍ଜିପଲ୍ଲିର ୫ ମତ୍ସ୍ୟଯିବିଙ୍କୁ ଆନ୍ଧ୍ର ମତ୍ସ୍ୟଯିବିଙ୍କ ଦ୍ୱାରା ଅଟକ। ଗତକାଲି ଆନ୍ଧ୍ରର ଟ୍ରଲରରେ କିଛି ମତ୍ସ୍ୟଯିବି ଓଡ଼ିଶା ସୀମାରେ ପ୍ରବେଶ କରି ମାଛ ମାରୁଥିଲେ। ଏହାକୁ ବିରୋଧ କରିଥିଲେ ଆର୍ଜିପଲ୍ଲିର ଗୋଟିଏ ଡଙ୍ଗାରେ ଯାଇଥିବା ପ୍ରାୟ ୧୯ ଜଣ ବ୍ୟକ୍ତି।ଉଭୟ ଙ୍କ ମଧ୍ୟରେ ବଚସା ହୋଇଥିଲା ହାତାହାତି ମଧ୍ୟ ହୋଇଥିଲା।ଏହି ସମୟରେ ୫ ଜଣକୁ ଆନ୍ଧ୍ର ଟ୍ରଲର ରେ ଉଠାଇ ନେଇ ଯାଇଥିଲେ। ଏହି ଖବର ସ୍ଥାନୀୟ ଆର୍ଜିପଲ୍ଲି ଥାନାରେ ଅଭିଯୋଗ ପରେ ପୋଲିସର ତନାଘନା ପରେ ୫ ଜଣଙ୍କ ପତ୍ତା ମିଳିଥିଲା। ମତ୍ସ୍ୟଯିବିମାନେ ବରୱା ଥିବା ଜାଣିବା ପରେ ଛତ୍ରପୁର ପୋଲିସ ପହଞ୍ଚି ସ୍ଥାନୀୟ ପୋଲିସ ସହ ଆଲୋଚନା କରୁଥିବା ଖବର ମିଳଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା