Masthead

ବେଆଇନ ଗାଡ଼ି ଦ୍ୱାରା ହେଉଛି ମୋରମ ଚୋରା ଚାଲାଣ, ପ୍ରଶାସନ ପାଲଟିଛି ନିରବଦ୍ରଷ୍ଟା

ବିଂଝାରପୁର(ବଡ଼ ଖବର ବ୍ୟୁରୋ):   ଦିନକୁ ଦିନ ବିଂଝାରପୁର ରେ ବଢିବାର ରେ ଲାଗିଛି ବାଲି, ମାଟି ଓ ମୋରମ ଚୋରା ଚାଲାଣ । ଆଜି ପାଖାପାଖି ଦଶରୁ ଅଧିକ ବେଆଇନ ମୋରମ ବୋଝେଇ ଗାଡି ବିଂଝାରପୁର କୁ ଆସିଥିବା ବେଳେ ଅଟକାଇ ଥିଲା ବିଂଝାରପୁର ପୋଲିସ । ଯେଇଁ ଗାଡିଗୁଡିକର ଇନ୍ସୁରାନ୍ସରୋଡ ପରିମିଟ ନାହିଁ ,କିନ୍ତୁ ବିଂଝାରପୁର ପୋଲିସ କେଉଁ ଅଧାରରେ ଏହି ଗାଡି ଗୁଡିକୁ ଛାଡ଼ିଦେଲା, ଯଦି ବିଂଝାରପୁର ପୋଲିସ ଟିକିଏ ତତ୍ପରତା ଦେଖେଇଥାନ୍ତା ହୁଏତ ଲକ୍ଷ ଲକ୍ଷ ଟଙ୍କାର ରାଜସ୍ବ ଆଦାୟ ହୋଇପାରିଥାନ୍ତା । ଏଠି ପ୍ରଶ୍ନ ଉଠୁଛି ସ୍ଥାନୀୟ ପୋଲିସ କାହିଁକି ତହସିଲ ଓ ପାରିବହନ ବିଭାଗ କୁ ନଜଣାଇ ଗାଡି ଗୁଡିକୁ ଛାଡ଼ି ଦେଇଥିଲା ।

ତେଣୁ ଏଠି ସ୍ପଷ୍ଟ ଭାବେ ଜଣା ପଡୁଛି ସ୍ଥାନୀୟ ତହସିଲ ପ୍ରଶାସନ ଓ ପୋଲିସ ପ୍ରଶାସନ ସହ ମୋରମ ମାଫିଆଙ୍କ ରହିଛି ଭିତିରିଆ ସମ୍ପର୍କ । କାରଣ ଯେତେବେଳେ ଏ ବିଷୟରେ ସ୍ଥାନୀୟ ତହସିଲଦାରଙ୍କୁ ପଚରାଗଲା ସେ ଏ ବିଷୟରେ କିଛି ଜାଣିନାହାନ୍ତି ବୋଲି କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି