Masthead

ଦୀପାବଳୀରେ ମିଠା ବାଣ୍ଟିବା ନୁହେଁ, ଶହୀଦମାନଙ୍କୁ ସମ୍ମାନ ଦେବା ଉଚିତ୍: ରାଘବ ଚଡ୍ଡା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ); ଶହୀଦଙ୍କୁ ଅସମ୍ମାନ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ଆମ ଆଦମୀ ପାର୍ଟି ଏମପି ରାଘବ ଚଡ୍ଡା। ସେ କହିଛନ୍ତି, କେନ୍ଦ୍ର ସରକାରଙ୍କୁ ଲଜ୍ଜାବୋଧ ହେଉଛି । କେବଳ ଫଟୋ ଉଠାଇବା ଏବଂ ଦୀପାବଳିରେ ମିଠା ବାଣ୍ଟିବା ଯଥେଷ୍ଟ ନୁହେଁ। ଯଦି ଆମେ ପ୍ରକୃତରେ ସେନାଙ୍କୁ ସମ୍ମାନ ଦେବାକୁ ଚାହୁଁ, ସେମାନଙ୍କୁ ଶହୀଦ ହେବା ପରେ ସେମାନଙ୍କୁ ସମ୍ପୂର୍ଣ୍ଣ ସାମରିକ ସମ୍ମାନ ସହିତ ସମ୍ମାନଜନକ ବିଦାୟ ଦିଆଯିବା ଉଚିତ।

ଯଦି ପ୍ରକୃତ ସମ୍ମାନ ପ୍ରଦର୍ଶନ କରାଯାଏ, ତେବେ ସେମାନଙ୍କ ପରିବାର ପାଇଁ ପେନସନ ଏବଂ କ୍ଷତିପୂରଣ ବନ୍ଦ କରାଯିବା ଉଚିତ ନୁହେଁ। ଏହା ପରିବର୍ତ୍ତେ ଦୁଃଖ ସମୟରେ ସେମାନଙ୍କ ପରିବାର ସହିତ ଛିଡା ହେବା ଆବଶ୍ୟକ ବୋଲି ସେ କହିଛନ୍ତି। ଜଣେ ଅଗ୍ନିବୀର ଯବାନଙ୍କ ଶେଷକୃତ୍ୟ ସମୟରେ ତାଙ୍କୁ ଗାର୍ଡ ଅଫ ଅନର ନ ମିଳିବାକୁ ନେଇ ସେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ଚଡ୍ଡା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର