Masthead

ପ୍ରଭୁ ଶ୍ରୀ ରାମଙ୍କ ପାଇଁ ୧୦୮ ଫୁଟର ଧୂପକାଠି ତିଆରି କଲେ ଭକ୍ତ

ଗୁଜୁରାଟ (ବଡ଼ ଖବର ବ୍ୟୁରୋ): ଆସନ୍ତା ଜାନୁଆରୀ ୨୨ରେ ଅଯୋଧ୍ୟାରେ ହେବ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା । ଏଥିପାଇଁ ଜୋରସୋରରେ ଚାଲିଛି ପ୍ରସ୍ତୁତି କାମ । ଏହି ଅବସରରେ ଗୁଜୁରାଟ ଭଦୋଦରାରେ ଜଣେ ଭକ୍ତ ତିଆରି କରିଛନ୍ତି ୧୦୮ ଫୁଟ ଲମ୍ବ ବିଶିଷ୍ଟ ୩.୫ ଫୁଟ୍ ଚଉଡ଼ାର ଏକ ଧୂପକାଠି । ଯାହା ଅଯୋଧ୍ୟାକୁ ରାମ ମନ୍ଦିରକୁ ପଠାଯିବ । ପ୍ରଭୁ ଶ୍ରୀ ରାମଙ୍କ ଉଦ୍ଦଶ୍ୟେରେ ଏହି ଧୂପକାଠି ସମର୍ପିତ ହେବ ।

ଭଦୋଦା ତର୍ସାଲିର ବାସିନ୍ଦା ବିହାଭାଇ ଭରୱାଦ ତାଙ୍କ ଘର ବାହାରେ ଗତ ୬ ମାସ ହେବ ଏହି କାମରେ ଲାଗିଛନ୍ତି । ଏହା ପୂର୍ବରୁ ସେ ୧୧୧ ଫୁଟ୍ ଲମ୍ବର ଏକ ଧୂପକାଠି ତିଆରି କରିଛନ୍ତି ।  ୩୦୦୦ କିଗ୍ରାର ଗାଈ ଗୋବର, ୯୧ କିଗ୍ରାର ଘିଅ, ୨୮୦ କିଗ୍ରାର ଦେବଦାରୁ ଗଛର କାଠଗୁଣ୍ଡ ଓ ଅନ୍ୟାନ୍ୟ ଜିନିଷର ମିଶ୍ରଣରେ ପ୍ରସ୍ତୁତ ହୋଇଛି ଏହି ଧୂପକାଠି । ସ୍ଥାନୀୟ ଏମପି ଓ ତାଙ୍କ ଟିମ୍ ଭରୱାଦଙ୍କ ଏହି କାମକୁ ସମର୍ଥନ ଜଣାଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି