Masthead

ପ୍ରଚାର ମୈଇଦାନରେ ବିଜେପି ପ୍ରାର୍ଥୀ ଗୌତମ ରାୟ

ଯାଜପୁର(ବଡ଼ ଖବର ବ୍ୟୁରୋ):ଯାଜପୁର ବିଧାନସଭାର ବିଜେପି ପ୍ରାର୍ଥୀ ଗୌତମ ରାୟ ନିର୍ବାଚନ ପ୍ରଚାରକୁ ଓଲ୍ହାଇଛନ୍ତି । ଯାଜପୁର ସଦର ଥାନା ବରୁଂହା ଛକ ଠାରୁ ଏକ ବିଶାଳ ବାଇକ ଶୋଭାଯାତ୍ରାର ନିଜ ସମର୍ଥକଙ୍କ ଗହଣରେ ଆସି ମା ବିରଜାଙ୍କୁ ଦର୍ଶନ କରି ପୂଜାର୍ଚନା କରିଥିଲେ । ଯାଜପୁର ଜ଼ିଲ୍ଲାରେ ଖଣିଜ ସମ୍ପଦ ଭରପୁର ଥିଲେ ମଧ୍ୟ ଆଜି ଯାଜପୁର ଜ଼ିଲ୍ଲାର ଶିକ୍ଷିତ ଯୁବକ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି ।

ଜିଲ୍ଲାରୁ ଏକଛାତ୍ର ବାଦ ଶାସନ ହଟେଇବା, ଲୋକଙ୍କୁ ବାକ ଶକ୍ତିର ଅଧିକାର ଦେବା ଏବଂ ନରେନ୍ଦ୍ର ମୋଦିଙ୍କର ଜନହିତକର ଯୋଜନାରେ କିପରି ସାଧାରଣ ଲୋକେ ଉପକୃତ ହୋଇଛନ୍ତି ସେବିସୟରେ ଷଲାକଙ୍କୁ ବୁଝାଇଥିଲେ । ଏବଂ ଏଥର ଆମେ ନିଶ୍ଚିୟ ନିର୍ବାଚନୀ ବୈତରଣୀ ପାର ହେବା ବୋଲି ଗୌତମ କହିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା