Masthead

ପ୍ରେସ ନୋଟ ଜାରି କଲା ନକ୍ସଲ ସଙ୍ଗଠନ

ମାଲକାନଗିରି (ବଡ଼ ଖବର ବ୍ୟୁରୋ): ମାଲକାନଗିରି ସୀମାନ୍ତ ଛତିଶଗଡ କାଙ୍କେର ଜିଲ୍ଲାର ଆପାଟୋଲା ଏନକାଉଣ୍ଟର ଘଟଣାର ଜାରି କଲେ ପ୍ରେସ ନୋଟ। ଗୁଳି ବିନିମୟରେ ମୃତ୍ୟୁ ହୋଇଥିବା ୨୯ ଜଣ ନକ୍ସଲଙ୍କ ପରିଚୟ ଉଲ୍ଲେଖ କରିଛନ୍ତି। ୧୭ ଜଣ ନିରସ୍ତ୍ର ନକ୍ସଲଙ୍କୁ ଜୀବନ୍ତ କାବୁ କରି ଗୁଳି କରିଥିବା ଅଭିଯୋଗ କରିଛି ନକ୍ସଲ ସଂଗଠନ। ୨୫ ଏପ୍ରିଲରେ ନାରାୟଣପୁର , କାଙ୍କେର , ମୋହଲା ଏବଂ ମାନପୁର ବନ୍ଦ ରଖିବା ପାଇଁ ଏକ ଆହ୍ବାନ ମଧ୍ୟ ଉଲ୍ଲେଖ ରହିଛି।

ପ୍ରେସ ବିଜ୍ଞପ୍ତିରେ ଘଟଣାର ବିସ୍ତୃତ ବିବରଣୀ ଦିଆଯାଇଛି। ସୂଚନାଦାତାଙ୍କ ସୂଚନା ପରେ ପୁଲିସ ଏହି ଘଟଣାକୁ ଘଟାଇଥିବା କହିଛନ୍ତି। ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଇଙ୍କ ସହ ବସ୍ତର ଏବଂ ପୂରା ଛତିଶଗଡର ବିଜେପି ନେତାମାନଙ୍କୁ ଟାର୍ଗେଟ କରିଛି ନକ୍ସଲ ସଂଗଠନ। ଆପାଟୋଲା ଏନକାଉଣ୍ଟରର ନ୍ୟାୟିକ ଯାଞ୍ଚ କରାଯାଉ ବୋଲି ଲେଖିଛନ୍ତି । ନକ୍ସଲ ସଂଗଠନର ଉତ୍ତର ସବ ଜୋନାଲ ବ୍ୟୁରୋଙ୍କ ଦ୍ବାରା ଜାରି କରାଯାଇଛି ଏହି ପ୍ରେସ ନୋଟ୍।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା