Masthead

ବିଜେଡି ଛାଡିଲେ ଅଚ୍ୟୁତ ନନ୍ଦନ ଦାସ

ଭୋଗରାଇ (ବଡ଼ ଖବର ବ୍ୟୁରୋ): ଭୋଗରାଇ ବିଜେଡି ରାଜନୀତିର ଚାଣକ୍ୟ କୁହାଯାଉଥିବା ବିଧାୟକ ଅନନ୍ତ ଦାସଙ୍କ ଭାଇ ଅଚ୍ୟୁତ ନନ୍ଦନ ଦାସ ବିଜେଡି ଦଳରୁ ଇସ୍ତଫା ଦେଇଛନ୍ତି । ଭୋଗରାଇ ବିଧାୟକ ପ୍ରାର୍ଥୀ ଗୌତମବୁଦ୍ଧ ଦାସ ଅଲୋଡ଼ା କରୁଥିବା ନେଇ ପ୍ରେସମିଟ ଜରିଆରେ ସୂଚନା ଦେଲେ । ତେବେ ଆଉ ହାତ ଗଣତି କେତେଟା ଦିନ ପରେ ନିର୍ବାଚନ ଥିବାବେଳେ ଦଳରୁ ଇସ୍ତଫା ନେବା ଦଳ ପାଇଁ ବଡ଼ ଝଟକା ବୋଲି କୁହାଯାଇଛି ।

୨୦୦୪ ପାଖରୁ ୨୦୨୪ ପର୍ଯ୍ୟନ୍ତ ଭୋଗରାଇ ବିଧାୟକ ଅନନ୍ତ ଦାସଙ୍କ ରାଜନୀତିର ମୁଖ୍ୟ ପରିଚାଳକ ଥିଲେ ଅଚ୍ୟୁତ ନନ୍ଦନ ଦାସ । ଅନନ୍ତ ଦାସଙ୍କ ନିର୍ବାଚନ ପରିଚାଳନାର ମୁଖ୍ୟ ଭୂମିକା ଲିଭାଉ ଥିବା ଅଚ୍ୟୁତ ନନ୍ଦନ ଦାସଙ୍କୁ ଏବେ ଭୋଗରାଇ ବିଜେଡି ବିଧାୟକ ପ୍ରାର୍ଥୀୀ ଗୌତମବୁଦ୍ଧ ଦାସ ଅଲୋଡ଼ା କରୁଥିବା ସହ ତାଙ୍କୁ ଦଳ ଅଣଦେଖା କରାଯାଉଥିବା ନେଇ ଅଭଯୋଗ କରି ସେ ଦଳ ଛାଡ଼ିଥିବା ପ୍ରେସମିଟ ଜରିଆରେ ସୂଚନା ଦେଇଛନ୍ତି । ତେବେ ଆଗମୀ ନିର୍ବାଚନରେ ଏଥି ପାଇଁ ଦଳ ବଡ ଧରଣର କ୍ଷତି ସହିବ ବୋଲି କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି