Masthead

ଦଳିତ ବିପନ୍ନଙ୍କୁ ମିଳୁନି ସରକାରୀ ସହାୟତା

ନିମାପଡ଼ା (ବଡ଼ ଖବର ବ୍ୟୁରୋ): ପ୍ରତିଶୃତିରେ ବିତିଲା ୨୦ ମାସ । ଘର ମିଳିବା ତ ଦୂରର କଥା ବାତ୍ୟା ପରେ ଯୋଗାଇ ଦିଅ।ଯାଇଥିବା ସହୟତା ରାଶିରୁ ଟଙ୍କାଟିଏ ମଧ୍ୟ ପାଇଲେ ନାହିଁ ବାତ୍ୟା ବିପନ୍ନ । ଶେଷରେ ଭାଗ୍ୟ ଓ ଭଗବାନଙ୍କ ଭରଷାରେ ପଲିଥିନ ତଳେ ଦିନ କାଟୁଛନ୍ତି ନିମାପଡ଼ା ଭୋଦର ପଞ୍ଚାୟତ ଗୋପାଳପୁର ଦଳିତ ସାହିର ଅ।ଠରୁ ଉର୍ଦ୍ଧ ପରିବାର । ଗରିବ ଓ ଅସହାୟଙ୍କ ଲାଗି ସରକାର ବିଭିନ୍ନ ଆବାସ ଯୋଜନା ଘୋଷଣା କରିଥିବା ବେଳେ ଏମାନେ କିନ୍ତୁ ସମସ୍ତ ମୌଳିକ ସମସ୍ୟାରୁ ବଞ୍ଚିତ ଅଛନ୍ତି । ରାଜନେତାଙ୍କଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକ।।ରୀ ବିପନ୍ନ ପରିବାରଙ୍କୁ ଭେଟି କେବଳ ପ୍ରତିଶ୍ରୃତି ଦେଉଛନ୍ତି । କିନ୍ତୁ କେହି ବି ଏମାନଙ୍କ ଦୁଃଖ ଶୁଣୁନଥିବା ଅଭିଯୋଗ କରିଛନ୍ତି ଏହି ଦଳିତ ପରିବାର । ହାଡ଼ଭଙ୍ଗା ଶୀତରେ ଏମାନେ ଭଙ୍ଗା ଦଦରା ଘରେ ଅତି ଦୟନୀୟ ଭାବେ ଦିନ କାଟୁଛନ୍ତି । ସବୁବେଳେ ରହୁଛି ସାପ କଣ୍ଟିଆର ଭୟ । ତେବେ ସରକାରୀ ସହାୟତାକୁ ଏମାନେ ଚାତକ ଭଳି ଚାହିଁ ରହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି