Masthead

‘ସୂର୍ଯ୍ୟକୁମାର କେବଳ ଟି-ଟ୍ୱେଣ୍ଟି କ୍ୟାପଟେନ୍’

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ଟିମ୍ ଇଣ୍ଡିଆ ମୁଖ୍ୟ କୋଚ୍‌ ଗୌତମ ଗମ୍ଭୀରଙ୍କ ପ୍ରଥମ ପ୍ରେସମିଟ୍ । ପ୍ରେସମିଟ୍‌ରେ ପାଣ୍ଡ୍ୟାଙ୍କ ଅଧିନାୟକ ପଦକୁ ନେଇ ରଖିଲେ ମତ । ଫିଟନେସ ଦୃଷ୍ଟିରୁ କ୍ୟାପଟେନ ପାଇଁ ହାର୍ଦ୍ଦିକ ହେଲେନି ପ୍ରଥମ ପସନ୍ଦ ବୋଲି କହିଛନ୍ତି ଗୌତମ । ସୂର୍ଯ୍ୟକୁମାର କେବଳ ଟି-ଟ୍ୱେଣ୍ଟିରେ କ୍ୟାପଟେନ୍ ହେବେ । ରୋହିତ ଓ ବିରାଟ ୨୦୨୭ ଓଡିଆଇ ବିଶ୍ୱକପ ଖେଳିବେ ।

ଯଦି ଫିଟନେସ୍ ଭଲ ରହେ ତେବେ ଉଭୟ ଓଡ଼ିଆଇ ବିଶ୍ୱକପ ଖେଳିବୋ ଦିନିକିଆ ଟିମରୁ ଜାଡେଜାଙ୍କୁ ଡ୍ରପ୍ କରାଯାଇନାହିଁ । ଶୁଭମନ୍‌ ଗିଲ୍ ତିନୋଟି ଫର୍ମାଟର ଖେଳାଳି । ବାଂଲାଦେଶ ଟେଷ୍ଟ ସିରିଜରେ ଟିମକୁ ଫେରିପାରନ୍ତି ସାମି । ଯୁବ ଖେଳାଳିଙ୍କୁ ପ୍ରଦର୍ଶନରେ ସ୍ଥିରତା ଆଣିବାକୁ ହେବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି