Masthead

୧୦୦ ପ୍ଲଟର ମାଲିକ କୋଟିପତି ଯନ୍ତ୍ରୀ

ବାଲେଶ୍ୱର (ବଡ଼ ଖବର ବ୍ୟୁରୋ): ବାଲେଶ୍ୱରର ଜଳ ସମ୍ପଦ ବିଭଗ ଯନ୍ତ୍ରୀଙ୍କ ଉପରେ ମାଡ଼ି ବସିଛି ଭିଜିଲାନସ୍ । ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢାଉ । ଶହେ ଏକର ସମ୍ପତିର କାଗଜ ପତ୍ର ସହ ଲକ୍ଷାଧିକ ଟଙ୍କା ଭିଜିଲାନ୍ସ ହତାରେ ଲାଗିଥିବା ସୂଚନା । ଜଳ ସମ୍ପଦ ବିଭାଗ ଅଧିକ୍ଷକ ଯନ୍ତ୍ରୀ ପ୍ରଭାସ କୁମାର ପ୍ରଧାନଙ୍କଘର ସମେତ ସାତଟି ସ୍ଥାନରେ ଏକ କାଳୀନ ରେର୍ଡ ଚଳାଇଛି ଭିଜିଲାନସ୍ , ନିଜ ଘର ଜଳେଶ୍ୱର ଶାନ୍ତିଆ ସମତ ବାଲେଶ୍ୱର କାର୍ଯ୍ୟାଳୟ , ଶ୍ୱଶୁର ଘର ବାଲିଆପାଳରେ ଚାଲିଛି ରେଡ । ରେଡ ସମୟରେ ବିଡା ବିଡା ୨ହଜାର ଟଙ୍କିଆ, ୫ଶହ ଟଙ୍କିଆ, ୨ଶହ ଟଙ୍କିଆ ଲକ୍ଷାଧିକ ନୋଟ ଜବତ ହୋଇଥିବା ସୂଚନା ମିଳିଛି । ସେପଟେ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଭିଜିଲାନ୍ସ ହାତରେ ଲାଗିଥିବାର ସୂଚନା ବି ମିଳୁଛି ।

ବାଲେଶ୍ୱର ଭିଜିଲାନ୍ସ ଏସପି ନରହରି ନାୟକଙ୍କ ପ୍ରତ୍ୟେକ୍ଷ ତତ୍ତ୍ବାବଧାନରେ ବାରିପଦା ଏଡିସନାଲ ଏସପି ହରେକୃଷ୍ଣ ମାଝି, ଭଦ୍ରକ ଭିଜିଲାନ୍ସ ୟୁନିଟ ଅଫିସ ଦୁଷ୍ମନ୍ତ ନାୟକ ପ୍ରମୁଖ ୮ଜଣିଆ ଟିମ ରେଡରେ ସାମିଲ୍ ଅଛନ୍ତି । ୫୦ ନୁହେଁ ୧୦୦ ପ୍ଲଟ ସମ୍ପତି ସହ ନଗତ ୧୧ ଲକ୍ଷ ଟଙ୍କା , ୨୫୦ ଗ୍ରାମର ସୁନା ଅଳଙ୍କାର ଓ ଗୋଟିଏ ସୁନା କିସ୍କୁଟ , ପଶ୍ଚିମ ବଙ୍ଗରେ ବି ୧୦ ଏକରରୁ ଅଧିକ ସମ୍ପତ୍ତି ବର୍ତ୍ତମାନ ସୁଦ୍ଧା ଭିଜିଲାନ୍ସ ହାତରେ ଲାଗିଥିବା ସୂଚନା ମିଳିଛି । ବାଲେଶ୍ୱର ସରକାରୀ ବାସଭବନରୁ ବିଭିନ୍ନ ବ୍ୟାଙ୍କର ପାସ ବୁକ୍ ସହ ଏକ କାଗଜ ପେଟି ଭିତରୁ ଅଚଳ ହୋଇଥିବା ୨ ହଜାରିଆ ନୋଟ ସହ ୫ ଶହ ଦୁଇ ଶହ, ଶହେ ଓ ୫୦ ଟଙ୍କାର ବଣ୍ଡଲ୍ ଜବତ କରିଛି ଭିଜଲାନ୍ସ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି