Masthead

ରୋହିଙ୍ଗ୍ଯା ବାଂଲାଦେଶୀକୁ ଦେଶରୁ ବିତାଡିତ କରିବାକୁ ହିନ୍ଦୁ ସଂଗଠନ ପକ୍ଷରୁ ଅଭିଯାନ ଆରମ୍ଭ

ଘଷିପୁରା(ବଡ଼ ଖବର ବ୍ୟୁରୋ): ବାଙ୍ଗଲାଦେଶରେ ସଂରକ୍ଷଣ ବିବାଦ କାରଣରୁ ବିଭିନ୍ନ ଛାତ୍ର ସଂଗଠନ ପକ୍ଷରୁ ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ ସହ ବ୍ୟାପକ ହିଂସାକାଣ୍ତ ଯୋଗୁଁ ପ୍ରଧାନମନ୍ତ୍ରୀ ପଦରୁ ସେକ୍ ହସିନା ଇସ୍ତଫା ଦେଇ ଭାରତର ଶରଣାପନ୍ନ ହୋଇଛନ୍ତି। ସେପଟେ ବିଦ୍ରୋହି କଟ୍ଟରପନ୍ଥି ମାନେ ବାଙ୍ଗଲାଦେଶର ଅନେକ ସରକାରୀ ଅଫିସ ଭଙ୍ଗାରୁଜା କରିବା ସହ ସେଠାରେ ଥିବା ହିନ୍ଦୁ ସମାଜ ଏବଂ ଇସ୍କନ ମନ୍ଦିର ଏବଂ ବିଭିନ୍ନ ଦେବାଦେବୀ ମନ୍ଦିର ଉପରେ ଆକ୍ରମଣ କରୁଥିବାର ଭିଡିଓ ବିଭିନ୍ନ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ,ଏଭଳି ଘଟଣାକୁ ନେଇ ଭାରତରେ ତ୍ରୀବ୍ର ପ୍ରତିକ୍ରିୟା ଦେଖା ଦେଇଛି।

ଓଡ଼ିଶାର ବିଭିନ୍ନ ସ୍ଥାନରେ ବେଆଇନ ଭାବେ ଅନୁପ୍ରେବଶ କରି ରୋହିଙ୍ଗ୍ୟା ବାଂଲାଦେଶୀ ମୁସଲମାନ ଗାଁରେ ବୁଲି ଫେରି ବେପାର କରୁଥିବା ନଜରକୁ ଆସିବା ପରେ ସ୍ଥାନୀୟ ହିନ୍ଦୁ ସଂଗଠନ ପକ୍ଷରୁ ଏହାକୁ ଘୋର ବିରୋଧ କରାଯାଇଛି। କେନ୍ଦୁଝର ଜିଲ୍ଲା ସିମାନ୍ତ ୨୦ ନମ୍ବର ଜାତୀୟ ରାଜପଥ ଜରଦା ଛକରେ ବାଙ୍ଗଲାଦେଶି କଟ୍ଟର ପନ୍ଥିଙ୍କ ବିରୁଦ୍ଧରେ ନାରାବାଜୀ ଦିଆଯିବା ସହ ଓଡ଼ିଶାରୁ ରୋହିଙ୍ଗ୍ୟାକୁ ବିତାଡିତ କରାଯିବାକୁ ସବୁ ହିନ୍ଦୁ ଭାଇ ଭଉଣୀ ମାନଙ୍କୁ ଘସିପୁରା ସେବକ ସଂଘ ଏବଂ ହିନ୍ଦୁ ସେନା ପକ୍ଷରୁ ଆହ୍ବାନ ଦିଆଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା