Masthead

‘ନାସା’ର ଉଦ୍ୟମ, ମଙ୍ଗଳ ଗ୍ରହରୁ ଆଣିବ ଶିଳା ନମୂନା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ପ୍ରତି କ୍ଷଣରେ ବିଶ୍ୱର ଅଧିକାଂଶ ଦେଶ କିଛି ନା କିଛି ନୂଆ କରିବା ଦିଗରେ ଆଗଭର ହେବାକୁ ଲାଗିଛନ୍ତି । ଏହାରି ଭିତରେ ଆମେରିକାର ଗବେଷଣା ସଂସ୍ଥା ‘ନାସା’ ଆଉ ପାଦେ ଆଗକୁ ବଢିଛି । ପ୍ରଥମ ଦେଶ ଭାବେ ପ୍ରଥମ କରି ମଙ୍ଗଳ ଗ୍ରହରୁ ଶିଳା ଆଣିବାକୁ ଉଦ୍ୟମ କରିଛି । ଏହି ଶିଳା ଆସବା ପରେ ଅଧିକ ପରିକ୍ଷା ନିରୀକ୍ଷା କରାଯିବ । ଶିଳା ଆସବା ପରେ ଏହାର ନମୂନା ପରୀକ୍ଷା କରିବା ପାଇଁ ‘ନାସା’ ଏକ ସତନ୍ତ୍ର ବୋର୍ଡ ଗଠନ କରିଛି । ଯାହାର ନାଁ ରହିଛି ‘ଏମ୍ଏସ୍ଆର୍ଆଇଆର୍ବି’ । ଗତ ଜୁଲାଇରେ ନାସା ମଙ୍ଗଳ ଗ୍ରହକୁ ଏକ ରୋଭର ପଠାଇଥିଲା । ଗ୍ରହର ସଂପୂର୍ଣ୍ଣ ତଥ୍ୟ ସଂଗ୍ରହ କରି ଏହି ରୋଭର ପୃଥିବୀକୁ ପଠାଇବ । ଯାହା ଫଳରେ ମଙ୍ଗଳ ଗ୍ରହର ଗତିବିଧୀ ସଂପର୍କରେ ଅଧିକ ସୂଚନା ମିଳିବ ବୋଲି ଆଶା କରିଛି ‘ନାସା’ । ରୋଭର ମଙ୍ଗଳ ଗ୍ରହର ନିକଟତର ହେଉଥିବା ନାସା କହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ଅଭିଯୋଗ ପ୍ରକୋଷ୍ଠରେ ୯୧% ଅଭିଯୋଗ ସମାଧାନ ହୋଇଛି’ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 ‘ଅଭିଯୋଗ ପ୍ରକୋଷ୍ଠରେ ୯୧% ଅଭିଯୋଗ ସମାଧାନ ହୋଇଛି’ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା