Masthead

ମମିତା ହତ୍ୟା ଘଟଣା, ଲେଡିଜ ହଷ୍ଟେଲ ତଦନ୍ତ ପାଇଁ ପହଞ୍ଚିଲେ ବରିଷ୍ଠ ଅଧିକାରୀ

ଧର୍ମଗଡ଼ (ବଡ଼ ଖବର ବ୍ୟୁରୋ): ଧର୍ମଗଡ଼ ସବ-କଲେକ୍ଟର ପି ସଚିନ ପ୍ରକାଶ ଏବଂ ଶିଶୁ ସୁରକ୍ଷା ୟୁନିଟ ମହାଲିଙ୍ଗ ସ୍ଥିତ ଲେଡିଜ ହଷ୍ଟେଲରେ ତଦନ୍ତ ପାଇଁ ପହଞ୍ଚିଛନ୍ତି । ସବ କଲେକ୍ଟର ସଚିନ ପାଓ୍ଵାର ପ୍ରକାଶ ଓ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନିର୍ମଳ ସାହୁ ଡିଷ୍ଟ୍ରିକ ଚାଇଲ୍ଡ ପ୍ରୋଟେକ୍ସନ ୟୁନିଟ ଏବଂ ଉପଜିଲ୍ଲାପାଳ ଧର୍ମଗଡ଼ ସଚିନ ପାଓ୍ଵାର ପ୍ରକାଶ ଲେଡିଜ ହଷ୍ଟେଲରେ ପଶି ତଦନ୍ତ ଆରମ୍ଭ କରିଛନ୍ତି । କଲେଜ୍ କିଭଳି ଭାବରେ ସୁରୁଖୁରୁରେ ଚାଲିବ ଏହାକୁ ନେଇ ଅଭିଭାବକ ଏବଂ କଲେଜ ପୂର୍ବ ପରିଚାଳନା କମିଟି ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।

ଏହି ବୈଠକ ପରେ ଛାତ୍ରଛାତ୍ରୀଙ୍କ ପାଠପଢା ଓ ହଷ୍ଟେଲର ସୁରକ୍ଷା ନେଇ ଉପଜିଲ୍ଲାପାଳଙ୍କୁ ଅନୁରୋଧ କରିଥିଲେ । ସେପଟେ ମମିତା ମେହେର ହତ୍ୟା ମାମଲାର ନିରପେକ୍ଷ ତଦନ୍ତ ପାଇଁ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଇସ୍ତଫା ଦାବି ଓ ଘଟଣା ନିରପେକ୍ଷ ତଦନ୍ତ ସିବିଆଇ କୁ ହସ୍ତାନ୍ତର ଦାବି ରେ କଂଗ୍ରେସ ପକ୍ଷରୁ ନର୍ଲା , ମଦନପୁର ରାମପୁର, କର୍ଲାମୁଣ୍ଡା ଠାରେ କଂଗ୍ରେସ ର ପଥପ୍ରାନ୍ତ ସଭା।

ସଭାରେ ଏଆଇସିସି ସାଧାରଣ ସମ୍ପାଦକ ତଥା ବରିଷ୍ଠ କଂଗ୍ରେସ ନେତା ଭକ୍ତ ଚରଣ ଦାସ ମୁଖ୍ୟମନ୍ତ୍ରୀ ଙ୍କ ଆସନ୍ତା ୮ ତାରିଖ କଳାହାଣ୍ଡି ଗସ୍ତ ପୁର୍ବରୁ ବହିଷ୍କାର ଦାବି ନଚେତ ତାଙ୍କ ଗସ୍ତ ସମୟରେ ପବ୍ଲିକ କଫ୍ୟୂ ପାଇଁ ଆହ୍ବାନ। ଆସନ୍ତା ୧୨ ତାରିଖ କଳାହାଣ୍ଡି ବନ୍ଦ କରାଯିବ। ମମିତା ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ କଂଗ୍ରେସ ଆନ୍ଦୋଳନ ଜାରି ରହିବ ବୋଲି ପ୍ରକାଶ କରିଛନ୍ତି। ଏଥିପାଇଁ ଜିଲ୍ଲା ବ୍ୟାପୀ ଭକ୍ତ ଦାସ ସଭା କରୁଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ