Masthead

ଆମେ ଜିତିଛୁ, ପ୍ରଧାନମନ୍ତ୍ରୀ ହାରିଛନ୍ତି: ଜୟରାମ ରମେଶ

କର୍ଣ୍ଣାଟକ(ବଡ଼ ଖବର ବ୍ୟୁରୋ): ଦ୍ୱିତୀୟ ଥର ପାଇଁ ଇତିହାସ ପୁନରାବୃତ୍ତି କଲା କର୍ଣ୍ଣାଟକ । ଶାସକ ବିଜେପିକୁ ପତ୍ୟାଖାନ କଲେ ସାଧାରଣ ଭୋଟର । ବିଜେପି ହାତରୁ ଶାସନ କ୍ଷମତା କାଢି କଂଗ୍ରେସ ହାତରେ ଧରାଇଦେଇଛନ୍ତି । ଦଳର ମହାସଚିବ ଜୟରାମ ରମେଶ କହିଛନ୍ତି ଆମେ ଜିତିଛୁ, ପ୍ରଧାନମନ୍ତ୍ରୀ ହାରିଛନ୍ତି । ସେ ଆହୁରି କହିଛନ୍ତି, ବିଜେପି ନିର୍ବାଚନ ପ୍ରଚାରକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପନିର୍ବାଚନରେ ପରିଣତ କରିଥିଲା କିନ୍ତୁ ଏହି ପ୍ରୟାସକୁ ଜନସାଧାରଣ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି। ସେ ଟୁଇଟ୍ କରି କହିଛନ୍ତି, ଲୋକଙ୍କ ଜୀବିକା, ଖାଦ୍ୟ ନିରାପତ୍ତା, ମୂଲ୍ୟ ବୃଦ୍ଧି, କୃଷକଙ୍କ ସମସ୍ୟା, ବିଦ୍ୟୁତ୍ ଯୋଗାଣ, ବେକାରୀ ଏବଂ ଦୁର୍ନୀତି ପ୍ରସଙ୍ଗକୁ ଆୟୁଧ କରି କଂଗ୍ରେସ ଦଳ ଏହି ନିର୍ବାଚନ ଲଢ଼ିଛି। ରମେଶ କହିଛନ୍ତି, ବିଜେପି ବିଭାଜନ ସୃଷ୍ଟି ଏବଂ ପୋଲାରାଇଜ କରିବାକୁ ଚେଷ୍ଟା କରିଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା