ନକଲି ସାର ବିକ୍ରି ଅଭିଯୋଗ

ଚାନ୍ଦବାଲି (ବଡ଼ ଖବର ବ୍ୟୁରୋ): ଚାନ୍ଦବାଲି ବ୍ଲକରେ ନକଲି ସାରର ବିକ୍ରି ଅଭିଯୋଗ । ଫାଣ୍ଡି ଅଧିକାରୀ ଓ କୃଷୀ ବିଭାଗ ଅଧିକାରୀଙ୍କ ନିକଟରେ ଅଭିଯୋଗ କଲେ ଚାଷୀ । ଚାନ୍ଦବାଲି ବ୍ଲକରେ ସାରର ଅଭାବି ବିକ୍ରି ପାଇଁ ଏବେ ବହୁଳ ମାତ୍ରାରେ ବଢ଼ି ଚାଲିଛି ସାରର କଳା ବଜାରି। କିଛି ଅସାଧୁ ବ୍ୟବସାୟୀ ନକଲି ସାର ଆଣି ଚାଷୀମାନଙ୍କୁ ଠକୁଥିବା ଅଭିଯୋଗ ହୋଇଛି। ଅଞ୍ଚଳରେ ଥିବା ସମବାୟ ସମିତିମାନଙ୍କରେ ସାରର ଘୋର ଅଭାବ ପରିଲଖିତ ହେଉଥିବାବେଳେ ନକଲି ସାର ଏବେ ଚାଷୀ ମାନଙ୍କର ମୁଣ୍ଡ ବିନ୍ଧାର କାରଣ ପାଲଟିଛି।

ଚାଷୀମାନେ ସାର ଦୋକାନୀ ମାନଙ୍କ ଠାରୁ ସାରକୁ ନେଇ ଓଜନ କରିବା ପରେ ଡିଏପି ୫୦କିଗ୍ରା ପରିବର୍ତ୍ତେ୫୨.୫୦୦କିଗ୍ରା ହୋଇଥିଲା। ଏହି ସାରକୁ ଚାଷୀମାନେ ବିଲରେ ପକାଇବା ପରେ ପାଣିରେ ତାହା ନମିଳେଇବା ସହ ଧାନଗଛ ମୂଳରେ ପଡ଼ି ରହିବା ସହ କିଛି ସ୍ଥାନରେ ଧାନଗଛ ମରି ଯାଉଥିବା ଅଭିଯୋଗ ଆଣିଛନ୍ତି ଚାଷୀ।

ଏଥିନେଇ କରଞ୍ଜମାଳ ଓ ମଉସୁଧା ପଞ୍ଚାୟତର ଚାଷୀମାନେ ଫାଣ୍ଡି ଅଧିକାରୀ ଓ ଚାନ୍ଦବାଲି ବ୍ଲକ କୃଷି ସପ୍ରସାରଣ ଅଧିକାରଙ୍କ ଅବଗତ ନିମନ୍ତେ ଜଣାଇବା ସହ ନକଲି ସାର ଦୋକାନ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ସହ ସେମାନଙ୍କୁ ତାଙ୍କର ପ୍ରାପ୍ୟ ଏବଂ ମରିଥିବା ଧାନ କ୍ଷତିପୁରଣ ଦେବାକୁ ଚାଷୀମାନେ ଦାବି କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!