Before Header

କାଳିଆକୁ ଦର୍ଶନ କଲେ ଅରୁଣ ଗୋବିଲ

0 36

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): କାଳିଆକୁ ଦର୍ଶନ କଲେ ଶ୍ରୀରାମ । ପୁରୀରେ ପହଞ୍ଚି ଜଗନ୍ନାଥଙ୍କୁ ଦର୍ଶନ କଲେ ଲୋକପ୍ରିୟ କଳାକାର ଅରୁଣ ଗୋବିଲ । ଲୋକପ୍ରିୟ ରାମାୟଣ ସିରିଏଲରେ ଶ୍ରୀରାମ ଭୂମିକାରେ ଅଭିନୟ କରି ଘରେ ଘରେ ପରିଚିତ ହୋଇଥିବା ଅରୁଣ ଗୋଭିଲ ଏବେ ଓଡ଼ିଶା ଗସ୍ତରେ ଅଛନ୍ତି । ସେ ତାଙ୍କର ‘ସୁନୋ ଶ୍ରୀରାମଜୀ କାହାଣୀ’ ପାଇଁ ସେ ଓଡ଼ିଶା ଆସିଛନ୍ତି ।

ସେ କହିଛନ୍ତି ଲୋକଙ୍କ ମନରେ ଏବେବି ପ୍ରଭୁ ଶ୍ରୀରାମଙ୍କ ପ୍ରତି ଭକ୍ତି ଓ ଆସ୍ଥା ଅତୁଟ ରହିଛି । ତେବେ ରାମମନ୍ଦିର ନିର୍ମାଣ ପ୍ରସଙ୍ଗରେ ସେ କହିଛନ୍ତି ଯେ, ଏହା ଏକ ଖୁବ୍ ଖୁସିର କଥା । ହେଲେ ରାମ ମନ୍ଦିର ନିର୍ମାଣ ବହୁ ଆଗରୁ ହେବା ଉଚିତ ଥିଲା ।

 

Leave A Reply

Your email address will not be published.