Masthead

“ଭୁଜ, ଦ ପ୍ରାଇଡ ଅଫ ଇଣ୍ଡିଆ’

ମୁମ୍ବାଇ (ବଡ ଖବର ବ୍ୟୁରୋ): ଖୁବ ସିଗ୍ର ମୁକ୍ତି ଲାଭ କରିବ “ଭୁଜ, ଦ ପ୍ରାଇଡ ଅଫ ଇଣ୍ଡିଆ’ । ସ୍ୱାଧିନତା ଦିବସରେ ଓଟିଟି ପ୍ଲାଟ ଫର୍ମ ଡିଜନି ପ୍ଲସ ହଟଷ୍ଟାରରେ ମୁକ୍ତିଲାଭ କରିବ ଏହି ଫିଲ୍ମ । ଏହା ଏକ ଦେଶପ୍ରେମ ଆଧାରିତ କାହାଣୀ। ୧୯୭୧ରେ ଯେତେବେଳେ ଭାରତ-ପାକିସ୍ତାନ ସୀମାରେ ଯୁଦ୍ଧ ସମୟରେ ଭାରତୀୟ ସେନାନୀଙ୍କ ଦ୍ବାରା ବ୍ୟବହୃତ ଏକ ଏୟାର ବସ୍କୁ ପାକିସ୍ତାନୀ ସେନା ବମିଙ୍ଗ୍ କରି ଚୂରମାର୍ କରିଦେଇଥିଲେ। ତେବେ ସେହି ସମୟର ଯୁଦ୍ଧ କାଳୀନ ଦୃଶ୍ୟକୁ ଏହି ଫିଲ୍ମରେ ପ୍ରଦର୍ଶିତ କରଯାଇଛି ।

ଏଥିରେ ମୁଖ୍ୟ ଭୂମିକାରେ ଅଜୟ ଦେବଗନ ନଜର ଆସିବେ । ତାଙ୍କ ବ୍ୟତୀତ ସଞ୍ଜୟ ଦତ୍ତ, ସୋନାକ୍ଷୀ ସିହ୍ନା, ନୋରା ଫତେହୀ, ଶରଦ କେଲକର୍, ଓ ଆମ୍ମି ବିର୍କଙ୍କୁ ମଧ୍ୟ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିବ। ଅଜୟ ଏଥିରେ ସ୍କ୍ବାଡ୍ରନ୍ ଲିଡର୍ ବିଜୟ କାର୍ଣ୍ଣିକ ଭୂମିକାରେ ଅଭିନୟ କରିଛନ୍ତି । ତେବେ ଏହି ଫିଲ୍ମକୁ ନେଇ ହଟଷ୍ଟାର ପକ୍ଷରୁ କୌଣସି ଅଫିସିଆଲି ଆନାଉନ୍ସମେଣ୍ଟ ଦିଆଯାଇ ନଥିଲେ ହେଁ ପ୍ରଡକ୍ସନ ହାଉସ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଥିବା ନେଇ ଚର୍ଚ୍ଚା ହେଉଛି। ତେବେ ଆଗକୁ ଏହି ଫିଲ୍ମ ଦର୍ଶକ ନିଶ୍ଚିତ ଭାବେ ପସନ୍ଦ ଆସିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ