Masthead

ବିହାର ଏକଜିଟ୍ ପୋଲ୍ : ମହାଗଠବନ୍ଧନ ସପକ୍ଷରେ ମତ

ବିହାର, (ବଡ଼ ଖବର ବ୍ୟୁରୋ): ବିହାର ନିର୍ବାଚନୀ ଫଳାଫଳ ଉପରେ ରହିଛି ସମସ୍ତଙ୍କ ନଜର । ଆସନ୍ତା ୧୦ ତାରିଖରେ ଫଳାଫଳ ଆସିବା ପୂର୍ବରୁ ବିଭିନ୍ନ ସର୍ଭେ ସଂସ୍ଥା ପକ୍ଷରୁ ପ୍ରକାଶ ପାଇଛି ଏକଜିଟ୍ ପୋଲ୍ । ଏକଜିଟ୍ ପୋଲ ରିପୋର୍ଟ ମୁତାବକ ବିହାର ପରିବର୍ତ୍ତନ ପଥରେ ଅଗ୍ରସର ହେଉଛି । ବିଜେପି ଓ ଜେଡିୟୁ ମେଣ୍ଟକୁ ଲାଗିବ ବଡ଼ ଝଟକା । କ୍ଷମତାରୁ ବେଦଖଲ ହୋଇପାରନ୍ତି ନୀତିଶ କୁମାର । ତେଜସ୍ୱୀ ଯାଦବଙ୍କ ନେତୃତ୍ୱରେ ଗଠିତ ମହାଗଠବନ୍ଧ ସଂଖ୍ୟାଗରିଷ୍ଠତା ହାସଲ କରିବ । ୨୪୩ ଆସନ ବିଶିଷ୍ଟ ବିହାର ବିଧାନସଭା ଆସନ ଲାଗି ୧୨୨ ମ୍ୟାଜିକ ନମ୍ବର ଆବଶ୍ୟକ ।

ନଜର ପକାନ୍ତୁ କେଉଁ ସର୍ଭେ ସଂସ୍ଥାର କଣ ରହିଛି ରିପୋର୍ଟ:
ପୋଲ ଅଫ୍ ପୋଲର ଆକଳନ ଅନୁଯାୟୀ ଆରଜେଡି ମେଣ୍ଟ ସପକ୍ଷରେ ୧୨୪, ଏଡିଏ-୧୧୦, ଏଲଜେପି-୪ ଓ ଅନ୍ୟାନ୍ୟ ଦଳ ୫ଟି ଆସନ ହାତେଇବେ ।

ରିପବ୍ଳିକ ଟିଭି ଜନ କୀ ବାତର ଏକଜିଟ୍ ପୋଲ ଅନୁଯାୟୀ ଏନଡିଏ ସପକ୍ଷରେ ୯୧ରୁ ୧୧୭, ଆରଜେଡି ମେଣ୍ଟ- ୧୧୮ରୁ ୧୩୬, ଏଲଜେପି-୫ରୁ ୮, ଅନ୍ୟାନ୍ୟ ଦଳ-୩ରୁ୬ ।

ଟାଇମସ ନାଓ: ଏନଡିଏ- ୧୧୬, ଆରଜେଡି ମେଣ୍ଟ-୧୨୦, ଏଲଜେପି-୧, ଅନ୍ୟାନ୍ୟ-୬

ଇଟିଜି: ଏନଡିଏ-୧୧୪, ଆରଜେଡି ମେଣ୍ଟ-୧୨୦, ଏଲଜେପି-୩

ଏବିପି: ଏନଡିଏ- ୧୦୪ରୁ ୧୨୮, ମହାଗଠନବନ୍ଧ- ୧୦୮ରୁ ୧୩୧, ଏଲଜେପି-୧ରୁ ୩ ଅନ୍ୟାନ୍ୟ-୪ରୁ ୮

ଟିଭି ୯: ଏନଡିଏ-୧୧୦ରୁ ୧୨୦, ଆରଜେଡି- ୧୧୫ରୁ ୧୨୫, ଏଲଜେପି- ୩ରୁ ୫, ଅନ୍ୟାନ୍ୟ ଦଳ- ୧୦ରୁ ୧୫

ଦୈନିକ ଭାସ୍ମର: ଏନଡିଏ ମେଣ୍ଟ- ୧୨୦ରୁ ୧୨୭, ମହାଗଠନବନ୍ଧ ୭୧ରୁ ୮୧, ଏଜେପି ୧୨ରୁ ୧୩, ଅନ୍ୟାନ୍ୟ- ୧୯ରୁ ୨୭

ଆଜତକ: ଏନଡିଏ-୬୯ରୁ ୯୧, ମହାଗଠନବନ୍ଧ- ୧୩୯ରୁ ୧୬୧, ଅନ୍ୟାନ୍ୟ- ୬ରୁ ୧୦
ନ୍ୟୁଜ୍ ୧୮ ଟୁଡେଜ ଚାଣକ୍ୟସ : ଏନଡିଏ- ୫୫, ମହାଗଠନବନ୍ଧ- ୧୮୦ ଅନ୍ୟାନ୍ୟ- ୫୩

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ