Masthead

ବିଜେଡି ହାରିବା ସ୍ୱୀକାର କରିବାକୁ ଚାହୁଁନାହିଁ: ମନମୋହନ ସାମଲ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ପ୍ରଥମ ପର୍ଯ୍ୟାୟ ଭୋଟ ଆରମ୍ଭ ହୋଇଛି ଆମ ସପକ୍ଷରେ ଯାଉଛି ଶେଷ ପର୍ଯ୍ୟାୟ ଯାଏଁ ଯିବ । ଓଡ଼ିଶା ଲୋକଙ୍କ ଆଗରେ ସାମ୍ନା କରିବାକୁ ନୈତିକ ସାହସ ନାହିଁ ବିଜୁ ଜନତା ଦଳର ମୁଖିଆଙ୍କ ନିକଟରେ ବୋଲି ପ୍ରେସମିଟ କରି କହିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ସେ କହିଛନ୍ତି ବିଜେଡି ହାରିବା ସ୍ଵୀକାର କରିବାକୁ ଚାହୁଁନାହାନ୍ତି। କିନ୍ତୁ ତାଙ୍କ ନେତା ବିଜୁ ବାବୁ ବି ଦିନେ ପାଞ୍ଚ ପାଞ୍ଚ ଥର ହାରିଥିଲେ। ଗର୍ବ ଅହଙ୍କାର ଚରମ ସୀମାରେ ପହଞ୍ଚିଛି।

ଏବେ କହିଛନ୍ତି ମୁଁ ରାଜନୀତିରୁ ସନ୍ନ୍ୟାସ ନେଇ ବାହାରକୁ ପଳାଇବି । ଉତ୍ତର ନାହିଁ ରାଜ୍ୟବାସୀଙ୍କୁ ଭମ୍ରିତ କରୁଛନ୍ତି। ହତାଶ ନିରାଶ ହୋଇପଡିଛି ବିଜେଡି ସରକାର। ସେ ଆହୁରି ମଧ୍ୟ କହିଛନ୍ତି ଯାହା ପାଇଁ ପ୍ରଧାନମନ୍ତ୍ରୀଙ୍କ ବିବୃତ୍ତି ଉପରେ ହତାଶ ନିରାଶ ହୋଇ ମତ ମନ୍ତବ୍ୟ ରଖୁଛନ୍ତି। ଯିଏ ଓଡ଼ିଶାରେ ସାଂସଦ ,ବିଧାୟକ ଓ ମନ୍ତ୍ରୀଙ୍କୁ ଯେଉଁ ସ୍ତରରେ ବ୍ୟବହାର କରୁଛନ୍ତି ସେ କଣ କହିବେ। ଗୁମସ୍ତା ପଚାରୁଛି କି ବିଜେପିର ମୁଖ୍ୟମନ୍ତ୍ରୀ ଚେହେରା କିଏ ?

ଆଜି ଯିଏ ଚଳାଉଛି ସେ ଲୋକଙ୍କୁ ଧମକ ଚମକ ଦେଉଛି । ସେ କଣ ବିଜେପିକୁ ଆଙ୍ଗୁଳି ଦେଖାଉଛି। ଓଡ଼ିଶାରେ ବିଜେପି ସରକାର ଆସୁ ଆସୁ ପାଞ୍ଚ ବର୍ଷ ଧରି ଓଡ଼ିଆ ଓଡ଼ିଶାଙ୍କ ଅସ୍ମିତାର ସହ ଚାଲିବ । ତାଙ୍କ ଦଳର ନା ପାଲାମେଣ୍ଟ ଅଛି ନା ତାଙ୍କ ଦଳ କେମିତି ଚାଲୁଛି ତାଙ୍କ ନେତା ବି ଜାଣନ୍ତି ନି । ଲୋକେ ବୁଝି ସାରିଲେଣି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା