Masthead

ଏଲଆଇସି ଅଫିସ ଭିତରେ ଫୁଟିଲା ଗୁଳି

ଢେଙ୍କାନାଳ (ବଡ଼ ଖବର ବ୍ୟୁରୋ): ଏଲଆଇସି ଅଫିସ ଭିତରେ ଫୁଟିଲା ଗୁଳି। ଅଳ୍ପକେ ବର୍ତିଗଲେ ଉଭୟ କର୍ମଚାରୀ ଓ ଗ୍ରାହକ। ଢେଙ୍କାନାଳ ରଥଗଡା ସ୍ଥିତ ଏଲଆଇସି ଅଫିସ ରୁ ଟଙ୍କା ନେବା ପାଇଁ ସିଏମଏସର ଏକ ଗାଡ଼ି ଆସିଥିଲା। ସିଏମଏସ ଗାଡ଼ି ସହିତ ଆସିଥିବା ସିକୁରିଟି ଜଣକ ଅଫିସ୍ ଭିତରେ ବନ୍ଧୁକ ଧରି ଛିଡା ହୋଇଥିବା ବେଳେ ହଠାତ୍ ଗୁଳି ଫୁଟି ଯାଇଥିଲା।

ଗୁଳି ଫୁଟି ଛାତର ସିଲିଂ କଣା ହେଇଯାଇଛି। ଭୁଲ୍ ବଶତ ବନ୍ଧୁକଟି ତଳେ ମାଡ଼ ହେଇ ଗୁଳି ଫୁଟି ଯାଇଥିବା ସିକୁରିଟି ପ୍ରତିକ୍ରିୟା ରଖିଛନ୍ତି। ଘଟଣା ସ୍ଥଳରେ ଟାଉନ ଥାନା ଆଇଆଇସି ପଂହଛି ତଦନ୍ତ ଜାରି ରଖିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା