Masthead

ବିରୋଧୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଜବାବ

ଭୁୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବିରୋଧୀଙ୍କ ଅଭିଯୋଗକୁ କାଉଣ୍ଟର କରି ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ । ବିରୋଧୀ ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ନେଇ ଆଣୁଥିବା ଅଭିଯୋଗକୁ କାଉଣ୍ଟର କରିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ କହିଛନ୍ତି, ଆଇନଶୃଙ୍ଖଳା ପରିସ୍ଥିତି ଭଲ ଥିବାରୁ ରାଜ୍ୟରେ ପୁଞ୍ଜି ନିବେଶ ଅଧିକ ହେଉଛି । ଉଭୟ ଶିଳ୍ପ ଉତ୍ପାଦନ ଓ କୃଷି ଉତ୍ପାଦନ ଅଧିକ ହେଉଛି । ପରିବହନ ବ୍ୟବସ୍ଥା ଗୋଟେ ଇଣ୍ଡିକେଟର ଆଇନଶୃଙ୍ଖଳା ବ୍ୟବସ୍ଥା ପାଇଁ । ପରିବହନ ବ୍ୟବସ୍ଥାରେ ରାଜ୍ୟରେ କୌଣସି ଅସୁବିଧା ନାହିଁ। ହକି ବିଶ୍ୱକପ, ନିର୍ବାଚନ, ରଥଯାତ୍ରା, ପରୀକ୍ଷା ପରିଚାଳନାରେ କୌଣସି ସମସ୍ୟା ସୃଷ୍ଟି ହୋଇନାହିଁ । ଦଙ୍ଗା, ମାଓବାଦୀ, ଶ୍ରମିକ ମାନଙ୍କ ସମସ୍ୟା ବି ପରିଚାଳନା କରଯାଉଛି ।

ରାଜସ୍ୱ ଆଦାୟ ମଧ୍ୟ ରାଜ୍ୟରେ ବଢି ବଢି ଚାଲିଛି । ତେଣୁ ବିରୋଧୀ ଲ-ଲେସ-ନେସ ନେଇ ଯେଉଁ ଅଭିଯୋଗ କରୁଛନ୍ତି ସେହି ସମୟରେ ଏହି ତଥ୍ୟ ମନରେ ରଖିବା ଉଚିତ । ମେକଇନ ଓଡ଼ିଶା ସମୟରେ ସମସ୍ତେ ଓଡ଼ିଶାକୁ ଶାନ୍ତି ପ୍ରିୟ ରାଜ୍ୟ ବୋଲି କହୁଛନ୍ତି ଆଉ ସେଥିପାଇଁ ପୁଞ୍ଜି ନିବେଶକାରୀ ଆସୁଛନ୍ତି । ଯେଉଁମାନେ ଓଡ଼ିଶା ଆସୁଛନ୍ତି ସେମାନେ କହୁଛନ୍ତି ଓଡ଼ିଶା ଏକ ଶାନ୍ତି ପ୍ରିୟ ରାଜ୍ୟ । ଆଇନଶୃଙ୍ଖଳା ନେଇ ବିରୋଧୀଙ୍କ ଅଭିଯୋଗ ରାଜ୍ୟବାସୀଙ୍କ ପ୍ରତି ଅପମାନ । ଶାନ୍ତି ପ୍ରିୟ ଓଡ଼ିଶା ବାସୀଙ୍କ ସହ ଏହା ଅନ୍ୟାୟ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା