Masthead

ଆସୁଛି “ମୁଖା’

ଭୁବନେଶ୍ୱର (ବଡ ଖବର ବ୍ୟୁରୋ): ରିଲିଜ ହେବ “ମୁଖା’ । ଶ୍ରଦ୍ଧା ପାଣିଗ୍ରାହୀ ଓ ଜ୍ୟୋତି ପ୍ରକାଶ ପଣ୍ଡାଙ୍କ ନିବେଦିତ ଏହି କ୍ଷୁଦ୍ର ଫିଲ୍ମକୁ ଖୁବଶୀଘ୍ର ଦର୍ଶକ ଓଟିଟି ପ୍ଲାଟଫର୍ମରେ ଦେଖି ପାରିବେ। ଯାହାର ସମ୍ପାଦନା କରିଛନ୍ତି ଦେବ ପ୍ରଧାନ ଓ ଡିଓପି ହେଉଛନ୍ତି ପ୍ରଦୀପ ନାୟକ। ଏହି କ୍ଷୁଦ୍ର ଫିଲ୍ମକୁ ଦର୍ଶକ ଓଟିଟି ପ୍ଲାଟଫର୍ମ ଆଓ ନେକଷ୍ଟ ରେ ଦେଖିବା ପାରିବେ । ଏହାର ସୂଚନା ଆଓ ନେକଷ୍ଟ ଦ୍ବାରା ଆୟୋଜିତ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ଦିଆଯାଇଥିଲା । ଫିଲ୍ମରେ ଶାନଦାର ନିର୍ଦ୍ଦେଶନା ଦେଇଛନ୍ତି ଇତିଶ୍ରୀ ପାଣିଗ୍ରାହୀ । ସେହିପରି ଫିଲ୍ମର କାହାଣୀ ମଣିଷର ଅନେକ ଚେହେରାକୁ ନେଇ ଆଧାରିତ । ଯେମିତି ଦେଖିଲେ ଜଣେ ବ୍ୟକ୍ତି ସମସ୍ତଙ୍କ ସାମ୍ନାରେ ନିଜକୁ ସବୁବେଳେ ଭଲ ସାବ୍ୟସ୍ତ କରୁଥିବ । ଆଉ ପଛରେ କିନ୍ତୁ ତାର ପ୍ରକୃତି ଭିନ୍ନ କିଛି । ଯାହାର ଝଲକ ଫିଲ୍ମର ଟ୍ରେଲରରେ ଦେଖିବାକୁ ମିଳୁଛି । କୌସ୍ତଭ ଡ୍ରିମୱାର୍କ୍ସ ବ୍ୟାନରରେ ନିର୍ମିତ ଏହି ଫିଲ୍ମ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ