Before Header

ବାଲେଶ୍ୱର ପୂର୍ବତନ ବିଜେଡି ନେତାଙ୍କୁ ଛୁରାମାଡ଼, ରେମୁଣା ବିଧାୟକଙ୍କ ସମ୍ପୃକ୍ତି ଥିବା ଅଭିଯୋଗ

0 536

ବାଲେଶ୍ୱର(ବଡ଼ ଖବର ବ୍ୟୁରୋ): ବାଲେଶ୍ୱର ପୂର୍ବତନ ବିଜେଡି ନେତାଙ୍କୁ ଛୁରା ମାଡ଼ । ରେମୁଣା ବିଧାୟକଙ୍କ ଦୁର୍ନିତି ବିରୋଧରେ ମୁହଁ ଖୋଲିବାରୁ ତାନ୍ମୟ ମହାନ୍ତୀଙ୍କୁ ହେଲାକି ଛୁରା ମାଡ । ଆଜି ସକାଳୁ ତନ୍ମୟ ଘରୁ ବାହାରି ଆସୁଥିବା ବେଳେ ତାଙ୍କୁ ପଥର ମାଡ଼ କରିଥିଲେ ଦୁଇ ଜଣ ବ୍ୟକ୍ତି। ପରେ ତାଙ୍କୁ ଛୁରା ମାଡ଼ କରି ସେଠୁ ଫେରାର ହୋଇ ଯାଇଛନ୍ତି। ଏହି ଘଟଣାକୁ ନେଇ ସେ ସିଧାସଳଖ ରେମୁଣା ବିଧାୟକ ଓ ପ୍ରତିନିଧି ପ୍ରଭାତ ବିଶ୍ବାଳଙ୍କ ନାମରେ ଅଭିଯୋଗ ଆଣିଛନ୍ତି ।

Leave A Reply

Your email address will not be published.