Masthead

ଇଭି ଶୋରୁମରେ ନିଆଁ

କଟକ (ବଡ଼ ଖବର ବ୍ୟୁରୋ): ରାଣୀହାଟ କେନାଲ ରୋଡ଼ ଶୁଭମ ହସ୍ପିଟାଲ ନିକଟରେ ଥିବା ପିଓର ଇଲେକଟ୍ରି ବାଇକ ଶୋରୁମରେ ନିଆଁ । କୌଣସି କାରଣରୁ ଇଲେକଟ୍ରି ସଟ ସର୍କିଟରୁ ନିଆଁ ଲାଗିଥିବା ସୂଚନା । ଧୂଆଁ ପ୍ରକୋପ ଏତେ ଥିଲା ଯେ ଆକାଶରେ ଧୂଆଁର ଆସ୍ତରଣ ଖେଳି ଯାଇଥିଲା । ପରେ ଦମକଳ ଆସିବା ପରେ ନିଆଁ ଲାଗିଥିବା ଜଣାପଡ଼ିଥିଲା ।

ସେପଟେ ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଯଦି ନିଆଁ ଆରମ୍ଭ ହେବା ପୂର୍ବରୁ ଅଫିସ କର୍ମଚାରୀ ମୂଳରୁ ଖବର ଦମକଳ ବାହିନୀକୁ ଦେଇଥାଆନ୍ତେ, ହୁଏତ କିଛିଟା ବାଇକ ଉଦ୍ଧାର ହୋଇଯାଇଥାନ୍ତା । ନିଆଁ ପ୍ରକୋପ ଏତେ ଥିଲା ଯେ ନିଆଁକୁ ଆୟତ କରିବାରେ ୨ଘଣ୍ଟାରୁ ଅଧିକ ସମୟ ସମୟ ଲାଗିଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ