Before Header

ବିଧାୟକଙ୍କ ଭିତରେ ଭାଗ କରି କେବେ ବି ଖରାପ ଇତିହାସ ସୃଷ୍ଟି କରିବି ନାହିଁ : ଡିକେ ଶିବକୁମାର

0 47

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): କର୍ଣ୍ଣାଟକ ନିର୍ବାଚନ ଜିତିବା ପରେ କଂଗ୍ରେସ ନେତା ଡି.କେ. ଶିବକୁମାର ମଙ୍ଗଳବାର ଦିଲ୍ଲୀ ଯାତ୍ରା କରିଛନ୍ତି । ଯାତ୍ରା ପୂର୍ବରୁ ସେ କହିଛନ୍ତି ଏବେ ସେ ସୁସ୍ଥ ହୋଇଯାଇଛନ୍ତି । ତାଙ୍କର ବିପି କଣ୍ଟ୍ରୋଲରେ ରହିଛି ସେଥିପାଇଁ ସେ ଆଜି ଦିଲ୍ଲୀ ଗସ୍ତ କରୁଛନ୍ତି। ଆଉ ସେଠାରେ ସେ ଯାଇ କଂଗ୍ରେସର ହାଇକମାଣ୍ଡଙ୍କୁ ଭେଟିବେ।

ସେ ଆହୁରି ମଧ୍ୟ କହିଛନ୍ତି ଦିଲ୍ଲୀରେ ଆମେ ଘର ତିଆରି କରିଛୁ । ମୁଁ କେବଳ ଏହାର ଅଂଶବିଶେଷ । ଆମର ସଂଖ୍ୟା ୧୩୫ । ମୁଁ ଜଣେ ଦାୟିତ୍ୱବାନ ଲୋକ । ମୁଁ ବ୍ଲାକମେଲ କରିବିନି । ବିଧାୟକଙ୍କ ଭିତରେ ଭାଗ କରି କେବେ ବି ଖରାପ ଇତିହାସ ସୃଷ୍ଟି କରିବି ନାହିଁ । ଯଦି ଦଳ ଚାହିଁବ ତେବେ ମୋତେ ଦାୟିତ୍ୱ ଦେବ ।

Leave A Reply

Your email address will not be published.