Masthead

ବ୍ରିଟିଶ ଏମପିଙ୍କୁ ଜିନ୍ସ ମନା

(ବଡ଼ ଖବର ବ୍ୟୁରୋ): ସୋମବାରଠୁ ବ୍ରିଟିଶ ପାର୍ଲାମେଣ୍ଟ ଆରମ୍ଭ ହେଉଥିବା ବେଳେ ହାଉସ ଅଫ କମନ୍ସର ବାଚସ୍ପତି ଏମପିମାନଙ୍କ ପାଇଁ ଥିବା ଡ୍ରେସ କୋଡକୁ କଡ଼ାକଡ଼ କରିଛନ୍ତି । ଜିନ୍ସ ପୋଷାକ ବ୍ରିଟିଶ ଏମପିଙ୍କୁ ମନା । ଉପଯୁକ୍ତ ପୋଷାକ ପିନ୍ଧି ଆସିବାକୁ ବାଚସ୍ପତି କହିଛନ୍ତି । କୋଭିଡ-୧୯ ଲକଡାଉନରେ ହାଉସ ଅଫ କମନ୍ସରେ ବ୍ୟବହାର ଓ ଶିଷ୍ଟାଚାର ନିୟମାବଳୀ ଉପରେ କୋହଳ କରାଯାଇଥିଲା ।

ଏମପିମାନଙ୍କୁ ଭର୍ଚୁଆଲି ଅଧିବେଶନରେ ଯୋଗଦେବା ଲାଗି ଅନୁମତି ମିଳୁଥିଲା । ଏବେ କୋଭିଡ ସ୍ଥିତିରେ ସୁଧାର ଆସିବାରୁ ବାଚସ୍ପତି ଏମପିମାନଙ୍କ ବ୍ୟବହାର ଓ ଶିଷ୍ଟାଚାର ନିୟମାବଳୀରେ ସଂଶୋଧନ କରିଛନ୍ତି । ତା ସହ ଡ୍ରେସ କୋଡକୁ କଡାକଡି କଲେ ବାଚସ୍ପତି । ଜିନ୍ସ, ଟି-ସାର୍ଟ ଆଦି ପୋଷାକ ପିନ୍ଧିବା ମନା । ପାର୍ଲାମେଣ୍ଟ ସଦସ୍ୟ ଭାବେ କାର୍ଯ୍ୟ କରିବା ସ୍ୱାଧିକାର, ଏହା ସେମାନଙ୍କ ପୋଷାକ, ଭାଷା ଓ ବ୍ୟବହାରରେ ପ୍ରତିଫଳିତ ହେବା ଆବଶ୍ୟକ ବୋଲି ନୂତନ ନିୟମାବଳୀରେ କୁହାଯାଇଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି