Masthead

ଖବର କାଗଜରେ କାଳିଆ ଠାକୁର

ପୁରୀ(ବଡ଼ ଖବର ବ୍ୟୁରୋ): ଖବର କାଗଜରେ ଶ୍ରୀଜଗନ୍ନାଥ । କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଆସନ୍ତାକାଲି ପବିତ୍ର ଅକ୍ଷୟ ତୃତୀୟା।  ଏହି ଶୁଭ ଦିନରେ ଶ୍ରୀଜୀୟୁଙ୍କ ରଥଯାତ୍ରା ପାଇଁ ରଥକାର୍ଯ୍ୟ ଅନୁକୂଳ କରାଯାଏ । ଏହି ଅବସରରେ ୭ ଇଞ୍ଚ ଏବଂ ୨ ଇଞ୍ଚ ଓସାରର ଜଗନ୍ନାଥ ମୂର୍ତ୍ତି ତିଆରି କରି ଚର୍ଚ୍ଚାକୁ ଆସିଛନ୍ତି ପୁରୀ ଜିଲ୍ଲାର ଦତ୍ତତୋଟା ଅଂଚଳର ସୂର୍ଯ୍ୟକାନ୍ତ ଦାସ । ସେ ଏହି ମୂର୍ତ୍ତିକୁ ଗଢିବା ପାଇଁ ୨ ଦିସ୍ତା ଅଦରକାରୀ ଖବରକାଗଜ ବ୍ୟବହାର କରିଛନ୍ତି।

ଏହି ମୂର୍ତ୍ତିର ଉଚ୍ଚତା ପ୍ରାୟ ୭ଇଞ୍ଚ ଥିବା ବେଳେ ଏହାର ଓସାର ପ୍ରାୟ ୨ ଇଞ୍ଚ ରହିଛି। ଏହି ମୂର୍ତ୍ତିକୁ ଗଢିବା ପାଇଁ ସେ ମଇଦା, ଅଠା ଏବଂ କଲରର ବ୍ୟବହାର କରିଛନ୍ତି। ଏହାସହିତ ସେ ସମସ୍ତ ରାଜ୍ୟବାସୀଙ୍କୁ ଅନୁରୋଧ କରି କହିଛନ୍ତି ସମସ୍ତେ ଘରେ ରହି ସୁରକ୍ଷିତ ରୁହନ୍ତୁ । ଶ୍ରୀଜୀଉଙ୍କୁ ପ୍ରାର୍ଥନା କରିବା ଯେ ଏହି କୋରୋନା ନାମକ ମହାମାରୀ ସମଗ୍ର ବିଶ୍ବରୁ ଦୂରୀଭୂତ ହେଉ ଏବଂ ପୂର୍ବପରି ସମଗ୍ର ବିଶ୍ବରେ ସୁଖ, ଶାନ୍ତି ବିରାଜମାନ କରୁ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା