Before Header

ବିଳମ୍ବରେ ଛୁଇଁପାରେ ଓଡ଼ିଶା

0 134

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): କେରଳ ଛୁଇଁଲା ମୌସୁମୀ ବାୟୁ । ଲକ୍ଷାଦ୍ୱୀପ ଓ କେରଳର ସବୁ ଅଞ୍ଚଳକୁ ମୌସୁମୀ ଛୁଇଁଛି । ବିଳମ୍ବରେ ଛୁଇଁବା ନେଇ ଆଇଏମଡିର ସୂଚନା । ଓଡ଼ିଶାକୁ ମୌସୁମୀ ଆସିବାରେ ହୋଇପାରେ ବିଳମ୍ବ । ଆକଳନ କଲେ ପାଣିପାଗ ବିଭାଗ ।

Leave A Reply

Your email address will not be published.