Masthead

‘ଏବେ ସମୟ ‘ଏଆଇ’ର ବିଶ୍ୱ ଦେଖିବ ଶକ୍ତି

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ)  ଏବେ ଆମେରିକା ଗସ୍ତରେ ଅଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆମେରିକା ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ ମୋଦି ୟୁଏସ କଂଗ୍ରେସର ମିଳିତ ଅଧିବେଶନରେ ନିଜ ଅଭିଭାଷଣ ରଖିଛନ୍ତି । ଅଭିଭାଷଣ ରଖିବା ପୂର୍ବରୁ ସଂସଦରେ ପ୍ରବେଶ କରିବା ସମୟରେ ମୋଦି ନାରାରେ କମ୍ପିଉଠିଥିଲା ହଲ୍ । ସମସ୍ତଙ୍କୁ କରମର୍ଦ୍ଦନ କରି ଅଭିଭାଷଣ ଜଣାଇଥିଲେ ମୋଦି । ମୋଦି କହିଛନ୍ତି ଯେ, ଏବେ ସମୟ ‘ଏଆଇ’ର । ଅର୍ଥାତ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର । କିନ୍ତୁ ମୁଁ ଅନ୍ୟ ଏକ ଏଆଇ କଥା କହୁଛି । ଅର୍ଥାତ ଆମେରିକା ଓ ଇଣ୍ଡିଆ । କାରଣ ଆମେରିକା ଓ ଭାରତ ଦୁଇଟିଯାକ ଗଣତନ୍ତ୍ର ରାଷ୍ଟ୍ର । ଉଭୟ ରାଷ୍ଟ୍ର ଗଣତନ୍ତ୍ର ଉପରେ ବିଶ୍ୱାସ କରନ୍ତି ।

ଗତ ୭ ବର୍ଷ ମଧ୍ୟରେ ଦୁଇଟି ଦେଶର ସଂପର୍କ ଆହୁରି ନିବିଡ ହୋଇଯାଇଛି । ଋଷ-ୟୁକ୍ରେନ ମଧରେ ଯୁଦ୍ଧ ପ୍ରସଙ୍ଗରେ ମୋଦି କହିଛନ୍ତି ୨୦୨୨ରୁ ଏହି ଯୁଦ୍ଧ ଆରମ୍ଭ ହୋଇଛି । ଏବେ ଏଥିରେ ବିରାମ ଦରାକର ସେଥିପାଇଁ ଏହି ଦୁଇଟି ଦେଶ ଆପୋଷ ଆଲୋଚନା ମଧ୍ୟରେ ଯୁଦ୍ଧ ବନ୍ଦ କରିବା ଦରକାର । ଆତଙ୍କବାଦ ପ୍ରସଙ୍ଗରେ ଅଭିଭାଷର ରଖି ମୋଦି କହିଛନ୍ତି ଯେ ଆତଙ୍କୀ ପ୍ରୋତ୍ସାହନ ଦେଉଥିବା ଶକ୍ତିଙ୍କ ବିରୋଧରେ ମିଳିତଭାବେ ଲଢେଇ ହେବା ଦରକାର । କାରଣ ଆତଙ୍କବାଦ ହେଉଛି ମଣିଷ ସମାଜର ଶତ୍ରୁ । ୟୁଏସ୍ କଂଗ୍ରେସକୁ ସମ୍ବୋଧିତ କରିବା ପୂର୍ବରୁ ହ୍ୱାଇଟହାଉସରେ ଆୟୋଜିତ ହୋଇଥିବା ଷ୍ଟେଟ ଡିନରରେ ସାମିଲ ହୋଇଥିଲେ ପ୍ରଧାନମନ୍ତ୍ରୀ । ଆମେରିକାରରେ ବହୁବଡବଡ ପଦବୀରେ ରହିଥିବା ଭାରତୀୟ ବଂଶୋଦ୍ଭବ ଏବଂ ଶିଳ୍ପପତିମାନେ ଏହି ନୌଶ୍ୟ ଭୋଜିରେ ସାମିଲ ହୋଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି