Masthead

ପୁଣି ବଢ଼ିଲା ପେଟ୍ରୋଲ, ଡିଜେଲ ଦର

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ପୁଣି ବଢିଲା ପେଟ୍ରୋଲ, ଡିଜେଲ ଦର । ଲଗାତାର ଦୁଇଦିନ ହେବ ତେଲ ଦର ବୃଦ୍ଧି ଘଟିଛି। ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୩୦ ପଇସା ବଢି ୧୦୩.୮୨ ଟଙ୍କା ହୋଇଛି । ଡିଜେଲ ଦର ୩୯ ପଇସା ଊଦ୍ଧ୍ୱର୍ରେ ରହି ୯୯.୭୦ ଟଙ୍କା ଛୁଇଁଛି । ମାଲକାନଗିରିରେ ପେଟ୍ରୋଲ ୧୧୦.୪୯ ଟଙ୍କା ଏବଂ ଡିଜେଲ ୧୦୪.୮୪ ଟଙ୍କାରେ ବିକ୍ରି ହେଉଛି ।

ସାରା ଦେଶରେ ପେଟ୍ରୋଲ ଏବଂ ଡିଜେଲ ଡିଜେଲ ଯଥାକ୍ରମେ ୩୦ ପଇସା ଏବଂ ୩୫ ପଇସା ବଢିଛି । ନୂଆଦିଲ୍ଲୀରେ ପେଟ୍ରୋଲ ୧୦୨.୯୪ ଟଙ୍କା ଛୁଇଁଥିବା ବେଳେ ମୁମ୍ବାଇରେ ୧୦୮.୯୬ଟଙ୍କା ରହିଛି । କୋଲକାତା ଏବଂ ଚେନ୍ନାଇରେ ଏହାର ଦର ଯଥାକ୍ରମେ ୧୦୩.୬୫ ଟଙ୍କା ଏବଂ ୧୦୦.୪୯ ଟଙ୍କା ଛୁଇଁଛିଥିବା ବେଳେ ମୁମ୍ବାଇରେ ୧୦୮.୯୬ ଟଙ୍କା ରହିଛି । କୋଲକାତା ଏବଂ ଚେନ୍ନାଇରେ ଏହାର ଦର ଯଥାକ୍ରମେ ୧୦୩.୬୫ ଟଙ୍କା ଏବଂ ୧୦୦.୪୯ ଟଙ୍କା ଛୁଇଁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା