Masthead

ରାଜନେତାଙ୍କ ବିପକ୍ଷରେ ଡିସିପିଙ୍କୁ ଫେରାଦ ହେଲେ କୋଭିଡ୍ ଯୋଦ୍ଧା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): କରୋନା ଗାଇଡ୍ ଲାଇନକୁ ଉଲ୍ଲଙ୍ଘନ କରୁଥିବା ଲୋକଙ୍କୁ ସାବାଡ କରୁଛି ପୋଲିସ । ଅମାନିଆଙ୍କୁଠାରୁ ତଣ୍ଡ ଆଦାୟ କରାଯାଉଛି । କିନ୍ତୁ ରାଜନେତାମାନେ କୋଭିଡ୍ ଗାଇଡ୍ ଲାଇନକୁ ବାରମ୍ବାର ଉଳ୍ଲ୍ଙ୍ଘନ କରୁଥିଲେ ସୁଦ୍ଧା ସେମାନଙ୍କ ପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନଥିବା ଅଭିଯୋଗ କରିଛନ୍ତି କୋଭିଡ୍ ଯୋଦ୍ଧା । ଆଜି ଭୁବନେଶ୍ୱର ଡିସିିପିଙ୍କୁ କୋଭିଡ୍ ଯୋଦ୍ଧା, ଆଶାକର୍ମୀ, ଏଏନଏମ ଓ ସଫେଇ କର୍ମଚାରୀ ଫେରାଦ ଦେଇଛନ୍ତି । ରାଜନେତାମାନେ ବାରମ୍ବାର ଗାଇଡ୍ ଲାଇନ୍ ବାହାରକୁ ଯାଉଛନ୍ତି । ଯାହାକି ସଂକ୍ରମଣକୁ ଅଧିକ ପରିମାଣରେ ବଢ଼ିବାରେ ଲାଗିଛି ।
ସୂଚନା ଥାଉକି, ଦିବଙ୍ଗତ ନେତା ପ୍ରଦୀପ ମହାରଥୀଙ୍କ ଶବ ସକ୍ରାର ବେଳେ କରୋନା ସଂକ୍ରମଣ ଥିବା ବିଧାୟକ, ମନ୍ତ୍ରୀ ଉପସ୍ଥିତ ଥିଲେ । ଶହ ଶହ ଲୋକ ମଧ୍ୟ କରୋନା ଆକ୍ରାନ୍ତଙ୍କ ଉପସ୍ଥିତି ସୁପରସ୍ପ୍ରେଡର ହେବେ । ସେପଟେ ଜଣେ ସାଂସଦ ବାରମ୍ବାର କରୋନା ଗାଇଡ୍ ଗାଇନକୁ ଉଲ୍ଲଙ୍ଘନ କରୁଥିବା ସାଧାରଣରେ ଚର୍ଚ୍ଚା ହେଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ