Before Header

ଆରବସାଗରରେ ୩ ଯୁଦ୍ଧ ଜାହାଜ ମୁତୟନ କଲା ଭାରତ

0 536

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  ଯୁଦ୍ଧ ଜାହାଜ ମୁତୟନ କଲା ଭାରତ । ଆରବସାଗରରେ ୩ଯୁଦ୍ଧ ଜାହାଜ ମୁତୟନ କଲା ଭାରତ । ତୈଳ ବୋଝେଇ ଜାହାଜ ଉପରେ ଡ୍ରୋନ ଆଟାକ ପରେ ସତର୍କତା ସହ ଜାହାଜ ମୁତୟନ କଲା ଭାରତ । INS ମୋରମୁଗାଓ, INS କୋଚି, INS କୋଲକାତା ଭଳି ଯୁଦ୍ଧ ଜାହାଜ ମୁତୟନ ହୋଇଛି । ଏଥିସହ ଭାରତୀୟ ନୌସେନା ତାର ଚ-୮ଓ ଦୂରଗାମୀ ପାଟ୍ରୋଲ ଏୟାରକ୍ରାଫଟ ସର୍ଭେଲାନସରେ ନିୟୋଜିତ ହୋଇଛି । ଗତ ଶନିବାର ମାଙ୍ଗାଲୋର ଆସୁଥିବା ଅଶୋଧିତ ତୈଳ ଜାହାଜ ଉପରେ ହୋଇଥିଲା ଆକ୍ରମଣ । ଉଏଝ ବିକ୍ରମକୁ ସୁରକ୍ଷା ଦାୟିତ୍ୱ ଦିଆଯାଇଥିଲା । ଜାହାଜଟି ଗୁଜରାଟର ପୋରବନ୍ଦରରୁ ୨୧୭ ନଟିକାଲ ମାଇଲ ଦୂରରେ ରହିଥିବାବେଳେ ଏହି ଘଟଣା ଘଟିଥିଲା । ଜାହାଜରେ ୨୦ ଜଣ ଭାରତୀୟ ନାବିକ ଥିଲେ ।

Leave A Reply

Your email address will not be published.