Before Header

ଅଜଗର ଉଦ୍ଧାର

0 46

କଟକ (ବଡ଼ ଖବର ବ୍ୟୁରୋ): ଅଜଗର ଉଦ୍ଧାର । କଟକ ଜିଲ୍ଲା ଚୌଦ୍ୱାର ଥାନାର ଦେବିନଗର ଗ୍ରାମରେ ଦେଖିବାକୁ ମିଳିଥିଲା ଏକ ବିରାଟକାୟ ଅଜଗର ସାପ । ଯାହାର ଲମ୍ବ ପ୍ରାୟ ୧୦ରୁ ୧୨ ଫୁଟ ହେବ । ଗତକାଲି ସନ୍ଧ୍ୟା ୭ଟା ସମୟରେ ଗ୍ରାମର କିଛି ଯୁବକ ମଙ୍ଗଳା ମନ୍ଦିର ପାଖରେ ସେହି ସାପକୁ ଦେଖିବାକୁ ପାଇଥିଲେ । ଏହାପରେ ତୁରନ୍ତ ଡାଲିଯୋଡ଼ା ବନବିଭାଗକୁ ଜଣାଇଥଲେ । ବନବିଭାଗର କର୍ମଚାରୀମାନେ ଆସି ଅଜଗରକୁ ଉଦ୍ଧାର କରି ଡମଣି ଜଙ୍ଗଲରେ ଛାଡ଼ିଥିଲେ ।

Leave A Reply

Your email address will not be published.