Before Header

ହାଙ୍ଗଝୌ ଏସୀୟ କ୍ରୀଡ଼ାରେ ଭାରତକୁ ସପ୍ତମ ସ୍ୱର୍ଣ୍ଣ

0 26

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଏସିଆନ୍ ଗେମ୍ସରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣ । ପୁରୁଷ ୫୦ ମିଟର ରାଇଫଲ ଟିମ୍ ଇଭେଣ୍ଟରେ ଭାରତକୁ ମିଳିଛି ସ୍ୱର୍ଣ୍ଣ ।ଐଶ୍ୱର୍ଯ୍ୟା ପ୍ରତାପ ସିଂ, ସ୍ୱପ୍ନିଲ କୁସାଲେ ଏବଂ ଅଖିଲ ଶୋରେନ ୫୦ ମିଟର ରାଇଫଲ ଇଭେଣ୍ଟରେ ସ୍ୱର୍ଣ୍ଣ ଜିତିଲା ଭାରତ । ଏପର୍ଯ୍ୟନ୍ତ ୭ଟି ସ୍ୱର୍ଣ୍ଣ, ୯ଟି ରୌପ୍ୟ, ୧୧ଟି ବ୍ରୋଞ୍ଜ ପଦକ ଜିତିଛି ଭାରତ । ମୋଟ ୨୭ଟି ପଦକ ସହ ପଞ୍ଚମ ସ୍ଥାନରେ ରହିଛି ଭାରତ । ସେହିପରେ ମହିଳା ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ରୌପ୍ୟ ଜିତିଛି ଭାରତ ।

Leave A Reply

Your email address will not be published.